Browsing Category

ରାଜ୍ୟ

ପ୍ରଧାନ ଶିକ୍ଷୟତ୍ରୀଙ୍କ ପରଲୋକ,ମନେ ପକାଇ କାନ୍ଦିଲେ ଛାତ୍ରୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଦେଢ଼ଶର ସରକାରୀ ୟୁଜିଏମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ପ୍ରଧାନଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ବାଙ୍ଗାଲୋରରେ ଚିକିତ୍ସିତ ହେଉଥିଲେ ।ବାଙ୍ଗାଲୋରରେ ଚାକିରି କରିଥିବା ତାଙ୍କ ପୁଅଙ୍କ ନିକଟରେ ରହି ସେ
Read More...

ରାଜ୍ୟ ସ୍ତରୀୟ ଚଟ୍‌ ରଗବି ପ୍ରତିଯୋଗୀତାରେ କନ୍ଧମାଳ ସ୍ଥାନିତ

ଘୁ ଉଦୟଗିରି : ଓଡିଶା ରାଜ୍ୟ ରଗବି ଫୁଟବଲ ଏସୋସିଏସନ, ଭୁବନେଶ୍ୱର ପକ୍ଷରୁ ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ସେଭେନ ସାଇଡ ଟଚ୍‌ ରଗବି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । ସେଥିରେ ରାଜ୍ୟର ୧୪ ବର୍ଷରୁ କମ୍‌ ବୟସର ବାଳକ ବାଳିକା ମାନଙ୍କର ପ୍ରତିଷ୍ଠିତ ଜିଲ୍ଲା ଦଳ ଗୁଡିକ ଅଂଶଗ୍ରହଣ କରିବାର
Read More...

ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍‌ ମନା, ୧ରୁ ଲାଗୁ ହେବ କଟକଣା

ପୁରୀ : ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍‌ ବ୍ୟବହାର ନିଷିଦ୍ଧ ହେବ । ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ
Read More...

ନୂଆ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ

ଆଠଗଡ଼ ୦୭/୧୨: ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ପାରିବେ ଭକ୍ତ ଓ ଶ୍ରଦ୍ଧାଳୁ । ମଞ୍ଚେଶ୍ୱର ଘାଟ ପଟୁ ନିର୍ମାଣ ହେବ ଅସ୍ଥାୟୀ ରାସ୍ତା । ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର । ୧୫ ତାରିଖରୁ ଅସ୍ଥାୟୀ ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ଏହାସହ ଡ଼ିସେମ୍ବର ୩୦
Read More...

ଏହି ସବୁ ଅଞ୍ଚଳରେ କାଚିବ ବର୍ଷା !

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୦
Read More...

ଫାଟିଗଲାଣି କଂକ୍ରିଟ ରାସ୍ତା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ୍‌ ଅନ୍ତର୍ଗତ ଓଡ଼ିଆପାଲି ପଞ୍ଚାୟତ ଓଡିଆପାଲି ଠାରୁ ଭାଲୁଡ଼ୁଙ୍ଗୁରୀ କଂକ୍ରିଟ ରାସ୍ତା ଫାଟି ଗଲାଣି । ପ୍ରକାଶ ଯେ ଓଡ଼ିଆପାଲି ଠାରୁ ଭାଲୁଡ଼ୁଙ୍ଗୁରି କଂକ୍ରିଟ ରାସ୍ତା ପାଇଁ ସି.ଏ.ଫସି ଓ ଏ.ସେ.ସି.ଫି ରୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ୨୦୨୧ ରୁ ୨୦୨୨ ମସିହାରେ
Read More...

ଏମ୍‌ସିଡି ନିର୍ବାଚନ : ଆପ୍‌କୁ ବହୁମତ, ଦ୍ୱିତୀୟକୁ ଖସିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍‌ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । କେନ୍ଦ୍ର ଶାସନାଧୀନ ଏନଡିଏ ସରକାରଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବଡ ଝଟକା ଲାଗିଛି । ଦିଲ୍ଲୀରେ ସରକାର ଥିବା ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନରେ ବହୁମତ ହାସଲ
Read More...

ମଣ୍ଡେଇ କପ୍‌ ଫୁଟବଲ, ରାଇଘର ଚାମ୍ପିୟନ

ନବରଙ୍ଗପୁର:-ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ମଣ୍ଡେଇ କପ ଫୁଟବଲ ଟୁର୍ଣ୍ଣମେଣ୍ଟର ଫାଇନାଲରେ ରାଇଘର ଦଳ ସହ ନବରଙ୍ଗପୁର ପୌରପାଳିକା ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଯାଇଛି । ଖେଳର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଶେଷରେ
Read More...

ଅସହାୟ ରୋଗୀ ସୁଶୀଳାଙ୍କୁ ସହାୟତା ଦାବି

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସଦର ମହକୁମା ମହୁରୁଣ୍ଡି ଗ୍ରାମର ସୁଶୀଳା ଭୋଇ(୪୦) ଦୀର୍ଘ ୩ ବର୍ଷରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଅସହାୟ ଅବସ୍ଥାରେ ପଡ଼ିରହିଛନ୍ତି । ସୁଶୀଳାଙ୍କ ଦୁଇଟି ପୁତ୍ର ୫ ବର୍ଷ ହେବ ଦେହାନ୍ତ ହେବା ଏବେ ତାଙ୍କ ସ୍ୱାମୀ ନିଲମ୍ବର ଭୋଇଙ୍କୁ
Read More...

ସ୍ୱତନ୍ତ୍ର ରାଜ୍ୟ ଦାବି ଆଡ଼କୁ ମୁହାଁଇଲା ଓକିଲଙ୍କ ଆନ୍ଦୋଳନ

ସମ୍ବଲପୁର: ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ଏଠାରେ ଗଢିଉଠିଥିବା ଓକିଲ ସଂଘର ଆନ୍ଦୋଳନ ଆଜି ଏକ ଭିନ୍ନ ରୂପ ନେଇଛି । ସୁପ୍ରିମକୋର୍ଟର ନିର୍ଦ୍ଦେଶକ୍ରମେ ଏଠାକାର ପୁଲିସ ପକ୍ଷରୁ ସକ୍ରିୟତା ଦର୍ଶାଇ ଜିଲ୍ଲା କୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ଅବାଧ ପ୍ରବେଶ
Read More...