Browsing Category

ରାଜ୍ୟ

ବଢୁଛି ଶୀତର ପ୍ରକୋପ :
ସେମିଳିଗୁଡ଼ା ସବୁଠୁ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢୁଛି । ବିଶେଷତଃ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଶୀତ ଅନୁଭୁତ ହେଉଛି । ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାଠାରେ ରେକର୍ଡ ହୋଇଛି । ଏଠାରେ ତାପମାତ୍ରା
Read More...

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା
Read More...

ହାଇକୋର୍ଟ ବେଞ୍ଚ ଦାବୀ, ପୁଣି କାର୍ଯ୍ୟାଳୟରେ ଝୁଲୁଛି ତାଲା

ବଲାଙ୍ଗୀର : ହାଇକୋର୍ଟ ବେଞ୍ଚ୍‌ ଦାବୀରେ ଆଜି ପୁଣି ଥରେ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ବଲାଙ୍ଗୀର ଆକ୍ସନ କମିଟୀ ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାପାଳ, ପୋଷ୍ଟ ଅଫିସ୍‌, ଡିଏଫଓ, ସିଭିଲ କୋର୍ଟ ପ୍ରଭୃତି କାର୍ଯ୍ୟାଳୟରେ ପିକେଟିଙ୍ଗ୍‌ କରାଯାଇଥିଲା । ପରେ
Read More...

କଣ୍ଟାମାଳ ସାମ୍ବାଦିକ ସଂଘ (କବ୍ଚା)ର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଯାପିତ

କଣ୍ଟାମାଳ : ନାଚ,ଗୀତ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ କଣ୍ଟାମାଳବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଦୁଇ ଦିନିଆ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ଗତ ୧୫ ତାରିଖ ବିଳମ୍ବିତ ରାତ୍ରୀରେ ଧରି ଆୟୋଜିତ ହୋଇ ଆସୁଥିବା କଣ୍ଟାମାଳବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଷଷ୍ଠ ବାର୍ଷିକ ଉତ୍ସବ ଗତକାଲି ଉଦଯାପିତ
Read More...

ରାସ୍ତା କଂକ୍ରିଟକରଣରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ପ୍ରସଙ୍ଗ, ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ହତ୍ୟା ଧମକ

ଖପ୍ରାଖୋଲ : ଦୁର୍ନୀତି ଓ ବିଭ୍ରାଟକୁ ଲୋକଲୋଚନକୁ ଆଣି ଗଣମାଧ୍ୟମ ଅକ୍ରୋଶ ଓ ଧମକର ଶିକାର ହେବା ଘଟଣା କ୍ରମଶଃ ବଢିବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକରେ ଏହାର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଏହି ବ୍ଲକର ଓଡ଼ିଆପାଲି ଗ୍ରାମ ପଞ୍ଚାୟତରେ ଗ୍ରାମ୍ୟ ରାସ୍ତାର
Read More...

ତୃତୀୟ ଦିନରେ ପହଞ୍ଚିଛି ଆଉଟ ସୋର୍ସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ

ଫୁଲବାଣୀ : କନ୍ଧମାଳ ଜିଲ୍ଳାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କାର୍ଯ୍ୟରତ ଥିବା କର୍ମଚାରୀମାନେ ଶାନ୍ତିଶୃଙ୍ଖଳା ଭାବେ କଳାବ୍ୟାଜ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ସରକାର ଯଦିଓ ୨୦.୧୧.୨୦୨୨ ତାରିଖ ମଧ୍ୟରେ କିଛି ପଦକ୍ଷେପ ନ
Read More...

ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୨ ବିକାଶ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସଫଳତା

ଭବାନୀପାଟଣା:ଭାରତ ସରକାରଙ୍କ ଲୋକ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କଳା ଉତ୍ସବ ୨୦୨୨, ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିଲା ଏଥିରେ ଭବାନୀପାଟଣା ବିକାଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜୋନ ସ୍ତରରେ କୃତିତ୍ୱ ପରେ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ । ରାଜ୍ୟ ସ୍ତରରେ ମଧ୍ୟ ଶ୍ରେଷ୍ଠ
Read More...

ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଭିତ୍ତିପ୍ରସ୍ତର ପଡିବ, ପଢିବେ ଶ୍ରୀମନ୍ଦିର ସେବାୟତଙ୍କ ପିଲା

ପୁରୀ :ଶ୍ରୀମନ୍ଦିର ସେବାୟତଙ୍କ ପିଲା ମାନଙ୍କ ପାଇଁ ବହୁ ପ୍ରତିକ୍ଷିତ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଭିତ୍ତିପ୍ରସ୍ତର ପଡିବ । ମାଟି ତୋଟାରେ ୧୪ ଏକର ପରିମିତ ଜମିରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ସେବାୟତ ପରିବାର ପିଲାଙ୍କ ପାଇଁ ୫୦ ପ୍ରତିଶତ ଓ ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ୫୦
Read More...

ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ

ପୁରୀ : ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ । ମନ୍ଦିର ଭିତରୁ ଦୁର୍ବୃତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି । ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ଆଳପୁର ଗ୍ରାମରେ
Read More...

ରାସ୍ତା କଡ଼ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲିଗୁଡ଼ା: ରାସ୍ତା କଡ଼ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳର ରାମଚନ୍ଦ୍ର କାର୍ଜୀମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ତୁମୁଡ଼ିବନ୍ଧ ଥାନା ଅଧିନସ୍ଥ ତୁମୁଡ଼ିବନ୍ଧ-ମୁନିଗୁଡ଼ା ମୁଖ୍ୟ ରାସ୍ତା ବାଟାମାହା ଗ୍ରାମ ନିକଟସ୍ଥ
Read More...