Browsing Category

ରାଜ୍ୟ

ବିଜେଡିର ୨୫ବର୍ଷ ପୂର୍ତ୍ତିରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଫୁଲବାଣୀ: ବିଜୁ ଜନତା ଦଳର ୨୫ ତମ ପୂର୍ତ୍ତି ଅବସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଯୋଗ ଦେଇ
Read More...

ବାତିଲ ହୋଇପାରେ ପୁରୀରେ ହେବାକୁ ଥିବା ଏୟାର ସୋ, ଆସନ୍ତାକାଲି ହେବ ଫୁଲଡ୍ରେସ ରିହରସଲ

ପୁରୀ : ଆସନ୍ତା ୧୮ ତାରିଖରେ ପୁରୀରେ ହେବାକୁଥିବା ସୂର୍ଯ୍ୟକିରଣ ଏୟାର ସୋ ବାତିଲ୍‌ ହେବାର ଆଶଙ୍କା ରହିଛି । ଖରାପ ପାଗ ରହିବା ସୂଚନା ଥିବାରୁ ଏହି ଏୟାର ସୋ ବାତିଲ୍‌ ହୋଇପାରେ । ତେବେ ଆସନ୍ତାକାଲି ଏହି ଏୟାର ସୋର ଫୁଲଡ୍ରେସ୍‌ ରିହରସଲ୍‌ କରାଯାଉଛି । ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ହେବାକୁ
Read More...

ସପରିବାର ସହ ଏସପିଙ୍କ ଦ୍ୱାରସ୍ଥ ହେଲେ ଗୃହରକ୍ଷୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଆଇଆଇସି ଧୀରଜ ଲେଙ୍କାଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଗୃହରକ୍ଷୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କୋଟଗଡ଼ ଆଇଆଇସି ଧୀରଜ ଲେଙ୍କା ଏକ ଅଭିଯୋଗର ବିଚାରାଧୀନରେ ବିବ୍ରତ ହୋଇ
Read More...

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦୋଳାରେ ବୁହାହେଲେ ଗର୍ଭବତୀ

ପାରଳାଖେମୁଣ୍ଡି : ପୁଣି ଥରେ ଜନନୀ ସୁରକ୍ଷାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଗର୍ଭବତୀ ମହିଳା ଦୋଳାରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ । ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ବୋହିକି ନେଲେ ସ୍ଥାନୀୟ ବାସିନ୍ଦା । ଗାଁ କୁ ରାସ୍ତା ନ ଥିବା ଯୋଗୁଁ
Read More...

ଗୋଶାଣି ବ୍ଳକରେ ଡାକ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସମ୍ମିଳନୀ କକ୍ଷ ଠାରେ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଡାକ ମେଳାରେ ଭବାନୀ ପ୍ରସାଦ ପାଢ଼ୀ ରାୟଗଡା ଜିଲ୍ଲା ଡାକ ବିଭାଗର ସୁପରିଟେଣ୍ଡେଟ ଅଫିସର, ରବିନ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡି ଡାକ ବିଭାଗ
Read More...

ସୋନାଲି ହତ୍ୟାକାଣ୍ଡ ଘଟଣା, ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କଲା ପୋଲିସ

ଦଶପଲ୍ଲା : ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସୋନାଲିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଓ ମାମୁଁ ଶ୍ୱଶୁର ଫେରାର ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଓଡ଼ଗାଁ ଦଲକ ରୋଡ଼ସ୍ଥିତ ଦେବାଶିଷ
Read More...

ପଞ୍ଚାୟତ ସମିତି ସାଧାରଣ ଅଧିବେଶନକୁ ସାମ୍ବାଦିକଙ୍କୁ ମନା !

ଦଶପଲ୍ଲା : ପଞ୍ଚାୟତ ସମିତି ସାଧାରଣ ଅଧିବେଶନକୁ ସାମ୍ବାଦିକଙ୍କୁ ମନା । ସମିତି ବୈଠକକୁ ଡାକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସମ୍ମାନୀତ କଲେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ । ସୂଚନା ଅନୁଯାୟୀ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇଥିଲା ।
Read More...

ଭୁବନେଶ୍ୱର ଆକାଶରେ ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’

ଭୁବନେଶ୍ୱର: ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍‌ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ ।ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ,
Read More...

ତାଗିଦ ନମାନିବା ମହଙ୍ଗା ପଡ଼ିଲା, ଭାଙ୍ଗିଲା କିଶୋର ଭାଇନା ମଟନ ହୋଟେଲ

ଭୁବନେଶ୍ୱର: ତାଗିଦ ନମାନିବା ମହଙ୍ଗା ପଡ଼ିଲା । ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ମଟନ ଦୋକାନକୁ ଭାଙ୍ଗି ଦିଆଯାଇଛି । ବିଏମସି ପକ୍ଷରୁ ବୁଲଡୋଜର ଲଗାଇ ଉକ୍ତ ହୋଟେଲକୁ ଭାଙ୍ଗି ଦିଆଯାଇଛି । ଭୁବନେଶ୍ୱରରେ ପରିଚିତ କିଶୋର ଭାଇନାଙ୍କ ମାଂସ
Read More...

ମୃତକ ଧନମତି ବାରିକଙ୍କ ପରିବାର ହରିଶ୍ଚନ୍ଦ୍ର ସହାୟତାରୁ ବଞ୍ଚିତ ଅଭିଯୋଗ

ଖପ୍ରାଖୋଲ,୧୬/୯: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମର ଧନମତି ବାରିକଙ୍କ ଗତ ଅପ୍ରେଲ ୧୫ ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାର ଏକ ଗରିବ ପରିବାର ହୋଇଥିବାରୁ ତାଙ୍କର ଶୁଦ୍ଧିକ୍ରିୟା କରିବା ପାଇଁ ପରିବାର ଲୋକେ
Read More...