Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା
ମାଲକାନଗିରି: ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା । ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏନେଇ ଖୋଳତାଡ଼ ଆରମ୍ଭ କରିଥିଲେ। ପରେ ତଦନ୍ତ ରିପୋର୍ଟ ରାଜ୍ୟ!-->…
Read More...
Read More...
ଦଶହରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପବିତ୍ର ଦଶହରା ପର୍ବ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡ଼ା ଏସଡିପିଓ!-->…
Read More...
Read More...
ଶୁଣିଲାନି ପ୍ରଶାସନ, ଜମିରୁ ଜବରଦଖଲ ଉଚ୍ଛେଦ କଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ
ବାଲିଗୁଡ଼ା: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଯୋହନପଲ୍ଲୀ ସ୍ଥିତ ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମିରେ ଗୃହ କାମ ନିର୍ମାଣ ବେଳେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଜଣେ ବ୍ୟକ୍ତି ଉକ୍ତ ଜମିରେ ଗୃହ ନିର୍ମାଣ କରୁଥିବା ବେଳେ ଉକ୍ତ ଜମି ସେମାନଙ୍କର ବୋଲି କହି ମାତୃଶକ୍ତି!-->…
Read More...
Read More...
ବେଆଇନ ବାଲି ଚାଲାଣ, ୩ ହାଇୱାକୁ ଜରିମାନା
ସୁବର୍ଣ୍ଣପୁର: ଗତକାଲି ରାତିରେ ସୋନପୁର ସହର ବୁଢାରଜା ଛକଠାରେ ବିନିକା ବାଇପାସ ଦେଇ ମହାନଦୀ ବ୍ରିଜ ପଟକୁ ଯାଉଥିବା ୩ ଗୋଟି ହାଇୱାରେ ବେଆଇନ ବାଲି ଚାଲାଣ କରୁଥିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ!-->…
Read More...
Read More...
ବେଳାଭୂମି ସଫେଇ ଓ ଏୟାର ସୋ ପାଇଁ ପ୍ରସ୍ତୁତି ବୈଠକ
ପୁରୀ : ଆସନ୍ତା ୧୭ରେ ବେଳାଭୂମି ସଫେଇ ଓ ୧୮ର ଏୟାର ସୋ କୁ ସଫଳ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବର୍ମା ଚଳିତ ମାସ ୧୮ ତାରିଖ ସକାଳ!-->…
Read More...
Read More...
ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ
ପାରଳାଖେମୁଣ୍ଡି : ସ୍ଥାନୀୟ ଜିଲ୍ଲା ପରିଷଦ ଭବନର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନାର ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଯାଇଛି । ସାଂସଦ ଶ୍ରୀ ସାହୁ ବକ୍ତବ୍ୟରେ ଗଜପତି ଜିଲ୍ଲା!-->…
Read More...
Read More...
ସାମ୍ବାଦିକଙ୍କୁ ପୋଲିସ ଆକ୍ରମଣ ଘଟଣା; ଓଜେୟୁ, କଂଗ୍ରେସ ଓ ବିଜେପିର ପ୍ରତିବାଦ
ନବରଙ୍ଗପୁର: ପାପଡାହାଣ୍ଡି ଥାନା ଥାନା ଠାରେ ଗତ ୧୪ ସେପ୍ଟେମ୍ବରରେ ଏକ ପ୍ରେମ ଜନିତ ମାମଲାକୁ କେନ୍ଦ୍ର କରି ନବରଙ୍ଗପୁର ପୋଲିସ ଏଏସପି ମହିଳାମାନଙ୍କୁ ଅସମ୍ମାନ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସାମ୍ବାଦିକ ମାନେ ଥାନାରେ ଏଏସପି ଜୟକୃଷ୍ଣ ବେହେରାଙ୍କ!-->…
Read More...
Read More...
ଗଛକୁ ଧକ୍କା ଦେଲା ସ୍କର୍ପିଓ, ୬ ଆହତ
ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ବଗାଡ଼ି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଧକ୍କା ଦେଲା ସ୍କର୍ପିଓ । ଡ୍ରାଇଭର ସମେତ ୬ଜଣ ଆହତ ହୋଇଥିବା ବେଳେ ତିନିଜଣ ଗୁରୁତର ଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ୍ ଓ ୧୦୮ ଆମ୍ବୁଲାନ୍ସ ପହଁଚି ସମସ୍ତଙ୍କୁ!-->…
Read More...
Read More...
ତୃତୀୟ ଦିନରେ ସୁବର୍ଣ୍ଣପୁର ଜ଼ିଲ୍ଲା ଟ୍ରାକ୍ଟର ମାଲିକ ସଂଘର ଆନ୍ଦୋଳନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଗାଡି ମାଲିକ ମାନଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଁଚିଛି । ଗତ ୨ ଦିନତଳେ ସହରର ରୟାଲ ପଡିଆରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।!-->…
Read More...
Read More...
ନକଲି ଗୁଟ୍ଖା ଗୋଦାମରେ ପୋଲିସର ଚଢଉ,ଜଣେ ଗିରଫ
ଗଞ୍ଜାମ/ ବ୍ରହ୍ମପୁର: ବଡବଜାର ଥାନା ପୋଲିସ ପକ୍ଷରୁ ହରିଡାଖଣ୍ଡି ବଡ଼ ସାହିରେ ସନ୍ତୋଷ ସାହୁଙ୍କ ଘରେ ଦୀର୍ଘ ଦିନ ଧରି ବେଆଇନ୍ ଭାବେ ଚାଲିଥିବା ଆଉ ଏକ ଗୁଟ୍ଖା ଗୋଦାମ୍ ଉପରେ ବ୍ରହ୍ମପୁର ବଡବଜାର ଥାନା ପୋଲିସ ଚଢଉ କରି ପ୍ରାୟ ୧୩୯ କିଲୋ ନକଲି ଗୁଟ୍ଖା ଜବତ କରିଛି । ଏହି ଗୁଟ୍ଖା!-->…
Read More...
Read More...