Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ଲାଏ ଶ୍ରମିକଙ୍କୁ ମିଳିନି ବକେୟା ଟଙ୍କା, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ,ଲାଠୋର ହାଇସ୍କୁଲ,ଲୁହସିଂହା ହାଇସ୍କୁଲ,ଧଣ୍ଡାମୁଣ୍ଡା ହାଇସ୍କୁଲ, ବେନ୍ଦେର ହାଇସ୍କୁଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ପ୍ଲାଏ କାମ ପାଇଁ ପ୍ଲାଏ ମିସ୍ତ୍ରୀ ନିଯୋଜିତ କରାଯାଇଥିଲା । ହେଲେ ଦୀର୍ଘ ୯ ମାସରୁ ଅଧିକ!-->…
Read More...
Read More...
ବ୍ରାଉନ ସୁଗାର ଜବତ, ୨ ମାଫିଆ ଗିରଫ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ସ୍ଥାନୀୟ ହନୁମାନ ମନ୍ଦିର ନକଟରୁ ବ୍ରାଉନ୍ ସୁଗାର ସହ ଦୁଇ ମାଫିଆ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୫ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ କରିଛି ପୋଲିସ୍ । ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ ରେଡ୍ଡୀଙ୍କ!-->…
Read More...
Read More...
ବାଇକ୍ ଦୁର୍ଘଟଣା,୨ ଆହତ
ଘୁ.ଉଦୟଗିରି: କାନବାଗିରୀ ନିକଟ ବୁଲାଣିରେ ବାଇକ୍ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ସୁଜେଲି ଗ୍ରାମର ଦାଶରଥି ସାହୁ (୫୫) ନାମକ ଜଣେ ବ୍ୟକ୍ତି ବାଇକ୍ ଦ୍ୱାରା ଘୁ ଉଦୟଗିରି ଆଡ଼କୁ ଆସୁଥିଲେ,ସେହି ସମୟରେ କାନବାଗିରିର ଜଣେ +୩ ପଢୁଥିବା ଛାତ୍ରୀ ଲୁଶିନା!-->…
Read More...
Read More...
ଓଡିଶାକୁ ସଶକ୍ତ କରିବ ମିଶନ ଶକ୍ତି
ଦଶପଲ୍ଲା :ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ରଙ୍ଗଣୀପାଟଣାଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ କରିବା ସହ ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ସଶକ୍ତ ଓଡ଼ିଶାର ବାର୍ତ୍ତା ଦେବ ମିଶନ ଶକ୍ତି ବୋଲି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ କହିଛନ୍ତି ।ବିଶେଷ କରି ମହିଳା!-->…
Read More...
Read More...
ବସଯାତ୍ରୀ ସଚେତନତା କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ଜିଲ୍ଲାପାଳ
ପୁରୀ : ବସଯାତ୍ରୀମାନଙ୍କ ନିକଟରୁ ସରକାରୀ ଧାର୍ଯ୍ୟ ଭଡା ଠାରୁ ଢେର ଅଧିକ ଭଡା ନେଇଥିବାରୁ ଯାତ୍ରୀମାନେ ଦୀର୍ଘଦିନ ହେବ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଏହା କେବଳ ଆମ ପୁରୀ ଜିଲ୍ଲା ସମସ୍ୟା ନୁହେଁ, ବରଂ ଏହା ସମଗ୍ର ଓଡ଼ିଶାର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ସରକାର ଏଥିପ୍ରତି!-->…
Read More...
Read More...
ମାଆକୁ ହତ୍ୟା କରି ଜେଲ ଗଲା ମାନସିକ ବିକୃତ ପୁଅ
ଟିକାବାଲି:ଟିକାବାଲି ଥାନା ଅନ୍ତର୍ଗତ ସଙ୍ଖରାଖୋଲ ସୁଣ୍ଡି ସାହିର ଗତ ୧୩ ତାରିଖ ରାତ୍ର ସମୟରେ ଶୋଇଥିବା ଅବସ୍ଥାରେ ୭୦ ବର୍ଷିୟା ବୃଦ୍ଧା ଲେପି ନାୟକ ନାମ୍ନିଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଟିକାବାଲି ପୋଲିସ ଏକ ସନ୍ଦେହ ନକ ମୃତ୍ୟୁ ମାମଲା ୧୧/୨୨ରେ ରୁଜୁ କରି ଶବ ବ୍ୟବଚ୍ଛେଦ କରି!-->…
Read More...
Read More...
ଗଜପତି ଜିଲ୍ଲାରେ ବୁନିୟାଦୀ ଶିକ୍ଷା ଅଭିଯାନର ଶୁଭାରମ୍ଭ
ପାରଳାଖେମୁଣ୍ଡି: ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଜପତି ଜ଼ିଲ୍ଲା ପ୍ରଶାସନ,ଜ଼ିଲ୍ଲା ଶିକ୍ଷା ବିଭାଗ ଓ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର ମିଳିତ ସହଯୋଗରେ ବୁନିୟାଦୀ ଶିକ୍ଷା ଅଭିଯାନକୁ ମାନ୍ୟବର ସଂସଦ!-->…
Read More...
Read More...
ବୌଦ୍ଧ ଆଇଟିଆଇ ଛାତ୍ରୀ ଶୁଭଶ୍ରୀ ହେଲେ ସର୍ବଭାରତୀୟ ଟେକ୍ସଟାଇଲ ଟ୍ରେଡରେ ଟପ୍ପର
ବୌଦ୍ଧ,୧୬/୯: ବୌଦ୍ଧ ଆଇଟିଆଇର ଛାତ୍ରୀ ଶୁଭଶ୍ରୀ ପ୍ରଧାନ ୨୦୨୦-୨୨ ଶିକ୍ଷାବର୍ଷର ପରୀକ୍ଷାରେ ଟେକ୍ସଟାଇଲ ୱେଟ ପ୍ରୋସେସିଙ୍ଗ ଟେକନିସିୟାନ ଟ୍ରେଡ୍ରେ ରାଜ୍ୟ ତଥା ଜାତୀୟସ୍ତରରେ ଟପ୍ପର ହୋଇଥିବା ଜଣାପଡିଛି । ମୋଟ୍ ୧୩୦୦ ନମ୍ବରରୁ ୧୧୫୫ ନମ୍ବର ଅର୍ଥାତ୍ ୮୮. ୮୫ ପ୍ରତିଶତ ନମ୍ବର ପାଇ ସେ!-->…
Read More...
Read More...
ବୃତ୍ତଙ୍ଗ ନଦୀରେ ଭାସିଯାଇ ଜଣେ ମୃତ
ଦଶପଲ୍ଲା: ଦଶପଲ୍ଲା ବ୍ଲକ୍ ଘୁଗୁଡିପଡା ଗ୍ରାମପଂଚାୟତ ଅନ୍ତର୍ଗତ ଲୋଧାପଂଗା ଗ୍ରାମର ନିରଂଜନ ଜାନୀଙ୍କ ପୁଅ, ଚୈତନ୍ୟ ଜାନୀ (୩୦) ଗତ ବୁଧବାର ଅପରାହ୍ନରେ ରାସନ ସାମଗ୍ରୀ ପାଇଁ, ଘୁଗୁଡିପଡା ପଂଚାୟତ କାର୍ଯ୍ୟାଳୟକୁ ନଦୀ ପାରହୋଇ ଯାଉଥିବାବେଳେ ଖରସ୍ରୋତା ବୃତ୍ତଙ୍ଗ ନଦୀର ପ୍ରଖର ସୁଅରେ!-->…
Read More...
Read More...
ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ କଳିଙ୍ଗାଠାରେ ବାର୍ଷିକ ମହୋତ୍ସବ “ସ୍ପାରକ୍ଲିଙ୍ଗ’ପାଳିତ
ଘୁ ଉଦୟଗିରି: ସ୍ଥାନୀୟ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ସଭା ଗୃହ ଠାରେ ବାର୍ଷିକ ମହୋତ୍ସବ "ସ୍ପାରକ୍ଲିଙ୍ଗ"-୨୦୨୨ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ମିସ୍ ସୁଭସ୍ମିତା ଜାନି ପରିଚାଳନା କରିଥିବା ବେଳେ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ ପୁଷ୍ପ ଗୁଚ୍ଛ ଓ!-->…
Read More...
Read More...