Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡିଶା ଡ୍ରାଇଭର ମହାସଂଘ ଖପ୍ରାଖୋଲ ତରଫରୁ ବିଶ୍ୱକର୍ମା ପୂଜା ପାଳିତ
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ଓଡିଶା ଡ୍ରାଇଭର ମହାସଂଘ ଖପ୍ରାଖୋଲ ତରଫରୁ ବାବା ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଡ୍ରାଇଭର ମହାସଂଘ ଖପ୍ରାଖୋଲର ସାମୁହିକ ବିଶ୍ୱକର୍ମା ପୂଜାର୍ଚ୍ଚନାରେ ସଂଘ ତରଫରୁ ପୂଜା କର୍ତ୍ତା ଭାବରେ ସାମନ୍ତ ସାହୁ ଓ!-->…
Read More...
Read More...
ଫୁଲବାଣୀ ସହରରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେବ ଶିଳ୍ପୀ ତଥା ବିଶ୍ୱ ନିର୍ମାଣର ଅଧିଷ୍ଠିତ ଦେବତା ବିଶ୍ୱକର୍ମାଙ୍କର ପୂଜା ପୂଜା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ରାଜ ମିସ୍ତ୍ରୀ ସଙ୍ଘ ତରଫରୁ ଆନନ୍ଦବଜାରରେ ସଭାପତି ଅନିରୁଦ୍ଧ ବେହେରା, ସମ୍ପାଦକ କିଚକ ନାୟକ, ଉପସଭାପତି ଶାନ୍ତନୁ!-->…
Read More...
Read More...
ଦୁର୍ଗାପୂଜା ଲାଗି ଶୁଭ ଖୁଣ୍ଟି ସ୍ଥାପନ
ଫୁଲବାଣୀ: ପ୍ରତି ବର୍ଷ ପରି ଚଳିତ ବର୍ଷ ଫୁଲବାଣୀ ସହରର ଭବାନୀ ମାର୍କେଟ ପକ୍ଷରୁ ଆସନ୍ତା ଦୁର୍ଗାପୂଜା ଲାଗି ଶନିବାର ସଂକ୍ରାନ୍ତି ଦିନ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଦୁର୍ଗାପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ ଜାକଜକମରେ ହେବ ସେଥିପାଇଁ ମାର୍କେଟ କମିଟି ପକ୍ଷରୁ ସଭାପତି ଲଳିତ!-->…
Read More...
Read More...
ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ସାଂସଦ, ସମସ୍ୟା ସମାଧାନର ଦେଲେ ପ୍ରତିଶ୍ରୁତି
ଖପ୍ରାଖୋଲ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ଗସ୍ତ ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରର ଇନ ଡୋର ଓ ଆଉଟ୍ ଡୋର ବୁଲି ଦେଖିବା ସହ ରୋଗୀଙ୍କୁ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ଡାକ୍ତରଖାନା ସଫା ସୁତୁରା ଦେଖି ଖୁସି ବ୍ୟକ୍ତ!-->…
Read More...
Read More...
ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ନେଇ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ପାଟଣାଗଡ,୧୭/୯- ନୂତନ ପେନସନ ବ୍ୟବସ୍ଥା ୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ପାଟଣାଗଡ଼ ଠାରେ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି । ଏନେଇ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସଂଘର ଏକ ବିରାଟ ଶୋଭାଯାତ୍ରା ପଞ୍ଚମୁଖୀ ହନୁମାନ!-->…
Read More...
Read More...
ବୌଦ୍ଧ: ସେବା ପକ୍ଷର ପ୍ରଥମଦିନରେ ରକ୍ତଦାନ ଶିବିର
ବୌଦ୍ଧ,୧୭/୯- ଆଜି ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନରେନ୍ଦ୍ର ମୋଦୀଜିଙ୍କ ୭୨ ତମ ଜନ୍ମତିଥି ପାଳନ ଅବସରରେ "ସେବା ପକ୍ଷ’ର ପ୍ରଥମ ଦିନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଅଭୟ କୁମାର ଦାସ ଉଦଘାଟନ!-->…
Read More...
Read More...
ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ସମ୍ମିଳନୀ
ପାରଳାଖେମୁଣ୍ଡି,୧୭/୯- ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡିସ୍ଥିତ ଟାଉନ୍ହଲ ଠାରେ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ତଥା ଗଜପତି!-->…
Read More...
Read More...
ଗଜପତି ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ
ପାରଳାଖେମୁଣ୍ଡି,୧୭/୯- ଆଜିଠାରୁ ରାଜ୍ୟରେ ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ମାନ୍ୟବର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୩୦ ଜିଲ୍ଲା ଭିଡିଓ କନଫରେନସିରେ ଜଡିତ ହୋଇଥିଲେ । ସମସ୍ତ!-->…
Read More...
Read More...
ଫୁଲବାଣୀ କୋର୍ଟରେ କାଗଜ ବିହୀନ ଅଦାଲତ ଉଦଘାଟିତ
ଫୁଲବାଣୀ,୧୭/୯ : ଭାରତର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟବର ବିଚାରପତି, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏବଂ ଅନ୍ୟ ମାନ୍ୟବର ବିଚାର ପତିମାନଙ୍କ ଉପସ୍ଥିତିରେ ଭିଡିଓ କନ୍ଫେରେନ୍ସ ମାଧ୍ୟମରେ ଫୁଲବାଣୀସ୍ଥିତ ଜିଲ୍ଲା କୋର୍ଟ!-->…
Read More...
Read More...
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଜବରଦଖଲ ଉଚ୍ଛେଦ ଘଟଣା, ଥାନାରେ ଏତଲା ଦେଲେ କ୍ଷତିଗ୍ରସ୍ତ ପରିବାର
ବାଲିଗୁଡ଼ା: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଯୋହନପଲ୍ଲୀ ସ୍ଥିତ ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ସରକାରୀ ଜମିରେ ଗୃହ କାମ ନିର୍ମାଣ ବେଳେ ଗତକାଲି ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସନ୍ନ୍ୟାସୀ ଦିଗାଲ ନାମକ ବ୍ୟକ୍ତି ବହୁବର୍ଷ ଧରି ସେଠାରେ ଆଜବେଷ୍ଟସ ଘେରା ଘର କରି!-->…
Read More...
Read More...