ଘରକୁ ଫେରିବେ କନିକା

0 635

ମୁମ୍ବାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା କନିକା କପୁରଙ୍କ ଷଷ୍ଠଥର ରକ୍ତ ନମୂନା ନେଗେଟିଭ୍ ବାହାରିଥିବାରୁ ସେ ବର୍ତ୍ତମାନ ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି । ଗତକାଲି ନିଜେ କନିକା ନିଜ ପରିବାର ସହ ସମୟ ବିତାଇବା ପାଇଁ ଟୁଇଟ୍ କରିଥିବା ବେଳେ ଆଜି ତାଙ୍କର ରକ୍ତନମୂନା ନେଗେଟିଭ୍ ବାହାରିଥିବାରୁ ତାଙ୍କର ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପଥ ପରିଷ୍କାର ହୋଇଯାଇଛି । ସଂକ୍ରମିତ ହୋଇଥିବା କନିକା ନିଜେ ଏହି ମହାମାରୀ ରୂପକ କରୋନାକୁ ଲୁଚାଇ ରଖିଥିବାରୁ ତାଙ୍କ ବିରୋଧରେ ତିନୋଟି ଏଫ୍‌ଆଇଆର୍ ହୋଇଥିଲା ।

hiranchal ad1
Leave A Reply

Your email address will not be published.

2 × 5 =