ହ୍ୱାଟସ୍‌ଆପ୍‌ରେ ଲାଗିଲା ନୂଆ ନିୟମ

0 383

କରୋନା ଭଳି ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ହ୍ୱାଟସ୍‌ଆପ୍ ଜରିଆରେ କେତେକ ଖଳ ପ୍ରକୃତିର ଲୋକ ମିଥ୍ୟା ଖବର, ଗୁଜବ ଆଦି ବିଭିନ୍ନ ଆଡକୁ ପ୍ରସାରିତ କରି ଭ୍ରମ ସୃଷ୍ଟି କରୁଛନ୍ତି । ଏହାକୁ ନଜରରେ ରଖି ହ୍ୱାଟସ ଆପ୍‌ର ପୂର୍ବ ନିୟମକୁ ଭଙ୍ଗ କରି ନୂତନ ନିୟମ ପ୍ରଣୟନ କରିଛି । ଜଣେ ପ୍ରେରଣକାରୀ ଥରକୁ ମାତ୍ର ଜଣକ ପାଖକୁ ଖବର ପ୍ରେରଣ କରିପାରିବ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଜଣେ ପ୍ରେରକ ଏହା ପୂର୍ବରୁ ଏକା ଥରକେ ପାଞ୍ଚ ଜଣଙ୍କ ନିକଟକୁ ପ୍ରେରଣ କରିପାରୁଥିଲେ ।

hiranchal ad1
Leave A Reply

Your email address will not be published.

three + nineteen =