ହସ୍ପିଟାଲ ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ କରୋନା ସନ୍ଦିଗ୍ଧ, ଭିଡିଓ ହେଲା ଭାଇରାଲ

0 127

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ତାହିରପୁର ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେଶିୟାଲିଟି ହସ୍ପିଟାଲରେ ବୁଧବାର ଦିନ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଜଣେ କରୋନା ଭାଇରସ ସନ୍ଦିଗ୍ଧ ବ୍ୟକ୍ତି କ୍ୱାରଣ୍ଟାଇନ ସମୟରେ ହସ୍ପିଟାଲର ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ବ୍ୟକ୍ତିଜଣକ ନିଜାମୁଦ୍ଦିନ ମର୍କଜର ତବଲୀଗି ଜମାତରେ ସାମିଲ ହୋଇଥିଲେ ।

hiring
hiranchal ad1
Leave A Reply

Your email address will not be published.

twenty − thirteen =