ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଶପଥ ନେଲେ ବିକ୍ରମସିଙ୍ଘେ
କଲମ୍ବୋ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ରାନିଲ ବିକ୍ରମସିଙ୍ଘେ । ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି । ତେବେ ଦେଶରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବା ପରେ ବି ରାଜଧାନୀ କଲମ୍ବୋରେ ବିକ୍ଷୋଭ ପ୍ରଦର୍ଶନ ଥମିନି । ବିକ୍ଷୋଭକାରୀମାନେ ରାନିଲଙ୍କୁ ବିରୋଧ!-->…
Read More...
Read More...