ଗଜପତିରେ ଫେଲ ମାରିଛି ବଳରାମ ଯୋଜନା

ଗଜପତି,୨/୬- ଭୂମିହୀନ ଭାଗ ଚାଷୀମାନଙ୍କୁ ବିନା ବନ୍ଧକରେ କୃଷି ଋଣ ଦେଇ ସ୍ୱାବଲମ୍ବୀ କରିବା ସକାଶେ ସରକାର ଏହି ଯୋଜନା କରିଥିବାବେଳେ ଗଜପତିରେ ଏହା ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ବଳରାମ ଯୋଜନାରେ ଭୂମି ହୀନ କୃଷକ ମାନଙ୍କ ମିଳିତ ଦେୟ ଗୋଷ୍ଠୀ ଗଠନ କରି ଫସଲ ଋଣ ପାଇଁ
Read More...

ସାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ,ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨…

ଭୁବନେଶ୍ବର: ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ। ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ବାରା ନିର୍ମିତ ସାରଳା
Read More...

ଯଦି ଏମିତି ହୋଇଥାନ୍ତା ତେବେ ମୁଁ ଦେଶ ପାଇଁ କ୍ରିକେଟ ଖେଳିପାରିନଥାନ୍ତି : ଧୋନି

ଚେନ୍ନାଇ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଗତକାଲି ତାମିଲନାଡୁର ଥିରୁଭାଲୁର ଜିଲ୍ଲାର ଏକ ସ୍ଥାନୀୟ କ୍ରିକେଟ୍‌ ଏକାଡେମୀ ପରିଦର୍ଶନ କରିଥଇଲେ । ଏହି ସମୟରେ ସେ କ୍ରିକେଟ୍‌ ବିଷୟରେ କହିଥିଲେ । ଧୋନି କହିଥିଲେ ଯେ ଯଦି ସେ ତାଙ୍କ ଜିଲ୍ଲା ସ୍ତରରେ ଖେଳିନଥାନ୍ତେ, ତେବେ ସେ
Read More...

ଶ୍ରୀମନ୍ଦିର ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶାରେ ରାଜନୀତି ଜୋର ଧରିଥିବାବେଳେ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ତେବେ ମାନ୍ୟବର ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ କୋର୍ଟ ଆସନ୍ତାକାଲି ଯାଏଁ
Read More...

ଜିଲ୍ଲା ଶିକ୍ଷା ନିରୀକ୍ଷକ କମଳାକାନ୍ତଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର : ପାପଡାହାଣ୍ଡି ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦେସେନା ପ୍ରଧାନଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ଆଶ୍ରମ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି
Read More...

ପଦ୍ମ ଧରିଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ହାର୍ଦ୍ଦିକ ପଟେଲ । ଗାନ୍ଧିନଗରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ହାର୍ଦ୍ଦିକ ବିଜେପିରେ ଯୋଗଦେଇଛନ୍ତି । ଯୁବନେତା ହାର୍ଦ୍ଦିକ ପଟେଲ ନିକଟରେ କଂଗ୍ରେସ ଛାଡ଼ିଥିଲେ ।କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜ ଇସ୍ତଫା
Read More...

ଗରିବ କଲ୍ୟାଣ ସମ୍ମିଳନୀ : ଭିଡ଼ିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗଜପତି,୨/୬:- ସାରା ଦେଶ ପାଇଁ ଗରିବ କଲ୍ୟାଣ ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ସିମଲା ଠାରୁ ଭିଡ଼ିଓ କନଫେରେସିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି
Read More...

ପଶ୍ଚିମବଙ୍ଗ ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୯ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲାର ଗୋଟିଏ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି ।ଗତ ଲକ୍‌ ଡାଉନ୍‌ ଏବଂ ସଟ୍‌ ଡାଉନ୍‌ ସମୟରେ ଜିଲ୍ଲାର ବିଭିନ୍ନ
Read More...

ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ଗଜପତି,୨/୬:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଭାବେ ଡକ୍ଟର ସୁଶାନ୍ତ ରଞ୍ଜନ ଦାଶ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସହକାରୀ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର
Read More...

ବିପୁଳ ପରିମାଣର କାଠ ଜବତ୍‌, ଖସିଗଲା ଅଭିଯୁକ୍ତ

ବେଆଇନ ଭାବେ ଚାଲି ଆସିଥିବା କାଠ ବ୍ୟବସାୟୀଙ୍କ ଘର ଉପରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳ ସାଇଜ୍‌ ସହ ଶାଗୁଆନ ପଟ୍ଟା ଜବତ କରାଯାଇଛି । ଗ୍ରାମର ବ୍ରଜବିହାରୀ ସାହୁ ଦୀର୍ଘ ଦିନ ଧରି ଘରେ ଚୋରା ଭାବରେ କାଠ, ପଟ୍ଟା ରଖି ବ୍ୟବସାୟ ଚଳାଇ ଆସିଥିଲେ । ଏ ସମ୍ପର୍କରେ ଖବରପାଇ
Read More...