ଟିମ୍ ଇଣ୍ଡିଆକୁ ଝଟକା, ରୋହିତ ଶର୍ମା କୋଭିଡ ପଜିଟିଭ
ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍କୁ ଏକ ବଡ ଝଟକା ଲାଗିଛି । ଟିମ୍ ଅଧିନାୟକ ରୋହିତ ଶର୍ମା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ସଂପର୍କରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତାଙ୍କର ଆର୍ଟିପିସିଆର ଟେଷ୍ଟ ବେଳେ ଏହା ଜଣାପଡିଛି । ସେ କୋଭିଡରେ!-->…
Read More...
Read More...