ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ନବରଙ୍ଗପୁର ଶାଖା ତରଫରୁ ଜିଲ୍ଲାପାଲଙ୍କୁ ଦାବିପତ୍ର

ନବରଙ୍ଗପୁର:ଆଜି ଅଲ ଓଡିଶା ପେନସନର ଆସୋସିଏସନ ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଲଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଶାଖାର ସଭାପତି ଈଶ୍ୱର ରାଉତ ଓ ଜିଲ୍ଲା ସମ୍ପାଦକ ଳାଚମନ ପାଇକ ନେତୃତ୍ୱରେ ଓଡ଼ିଶା ଉଠାଜଳ ସେଚନରେ କାମ
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଝୁଲିଲା ତାଲା

କଣ୍ଟାମାଳ ୧୬/୧୧- କଣ୍ଟାମାଳ ବ୍ଳକ କୁଲତାଯୋର ପଞ୍ଚାୟତ ବରପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳେ ଗ୍ରାମବାସୀ ତାଲା ଠୁଙ୍କି ଜୈନିକ ଶିକ୍ଷକଙ୍କ ବଦଳୀ ପାଇଁ ପ୍ରତିବାଦ କରିଥିବା ଜଣାଯାଇଛି । ସୂଚନା ପ୍ରକାରେ ବିଦ୍ୟାଳୟର ଜୈନିକ ଶିକ୍ଷକଙ୍କ ଶିକ୍ଷାଦାନ ଅବହେଳା ସହିତ ରାଜନୈତିକ
Read More...

କଣ୍ଟାମାଳରେ କବ୍‌ଜା ପକ୍ଷରୁ ଜାତୀୟ ପ୍ରେସ ଦିବସ

କଣ୍ଟାମାଳ ୧୬/୧୧- କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କବ୍‌ଜାର ଉପ ସଭାପତି ପ୍ରଭାତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ଦିବ୍ୟଶଙ୍କର ରାଉତ, ସଂପାଦକ ପୂର୍ଣ୍ଣଚନ୍ଦ୍ର
Read More...

ଜାତୀୟ ପ୍ରେସ ଦିବସ ପାଳିତ

ପୁରୀ : ଜାତୀୟ ପ୍ରେସ ଦିବସ ସ୍ଥାନୀୟ ସଦଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ "ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ଗଣମାଧ୍ୟମ: ଏକ ନୂତନ ଆହ୍ୱାନ' ପ୍ରସଙ୍ଗ ଉପରେ ଆଲୋଚନା
Read More...

ବିଶ୍ୱ ସିଓପିଡି ଦିବସ : ଦୀର୍ଘ କାଳୀନ ଶ୍ୱାସ ଅବରୋଧକାରୀ ରୋଗକୁ ଅବହେଳା କରିବା ଉଚିତ ନୁହେଁ

ଭୁବନେଶ୍ୱର,୧୬ ।୧୧: କାଶ ଓ କଫ ଦୀର୍ଘ ଦିନ ଧରି ଲାଗି ରହିଲେ, କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭବ କଲେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ । ପରବର୍ତ୍ତୀ ସମୟରେ ଏହା ଦୀର୍ଘ କାଳୀନ ଶ୍ୱାସ ଅବରୋଧକାରୀ ରୋଗରେ ପରିଣତ ହୋଇ ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୋଇଥାଏ
Read More...

ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ସୁବର୍ଣ୍ଣପୁର: ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ୫୬ ତମ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ, ଅନ୍ୟତମ ଅତିଥି ଭାବରେ ସୋନପୁର ମହାବିଦ୍ୟାଳୟର
Read More...

ଚାଇଲ୍ଡ ସେ ଦୋସ୍ତି କାର୍ଯ୍ୟକ୍ରମ

ବୌଦ୍ଧ,୧୬/୧୧- ବୌଦ୍ଧ ବ୍ଲକ ମୁଣ୍ଡାପଡ଼ା ପଞ୍ଚାୟତ ସମିତି ଗୃହରେ ଚାଇଲ୍ଡ଼ ଲାଇନ ଦ୍ୱାରା ଚାଇଲ୍ଡ଼ ସେ ଦୋସ୍ତି ସପ୍ତାହର ତୃତୀୟ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ପଞ୍ଚାୟତର ସରପଞ୍ଚ ବିଦ୍ୟାଧ ର ସ୍ୱାଇଁ, ଅଭିନାଶ ମିଶ୍ର, ମାନସ୍ୱତୀକ ,ଡିଏମଏଚପି, ବୌଦ୍ଧ, ସାରଦ ।
Read More...

ଇପିଏଫ ପେନସନଧାରୀ ବରିଷ୍ଠ ନାଗରିକଙ୍କ ବିକ୍ଷୋଭ

ବୌଦ୍ଧ,୧୬/୧୧- ଆଜି ବୌଦ୍ଧଜିଲ୍ଲା ଇପିଏଫ ପେନସନଧାରୀ ସଂଘର ୪ଦଫା ଦାବିନେଇ ଏକ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ମାଉସୀମା’ ମନ୍ଦିର ଠାରୁ ସଂଘର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସର୍ବନିମ୍ନ ପେନସନ
Read More...

ସମର୍ପିତ ଓଡ଼ିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ନିଶା ନିବାରଣ କେନ୍ଦ୍ର ରେ ରକ୍ତଦାନ ଶିବିର

ଆଜି ପ୍ରଦୀପ୍ତ ଡି ଆଡ଼ିକ୍ସନ ସେଣ୍ଟର ସମର୍ପିତ ଓଡ଼ିଶା ଓ ସେବା ଫାଉଣ୍ଡେସନ୍ ର ମିଳିତ ଆନୁକୂଲ୍ୟରେ ପିପିଲି ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ନିଶା ନିବାରଣ କେନ୍ଦ୍ର ରେ ରହି ମାରାତ୍ମକ ନିଶା ଡ୍ରଗ୍ସ କବଳରୁ ମୁକ୍ତ ହୋଇ ରକ୍ତଦାନ ପରି ମହତ ଦାନ କରିଥିଲେ
Read More...

ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ, ମହାମାରୀ ସମୟରେ ଗଣମାଧ୍ୟମ: ଏକ ନୂତନ ଆହ୍ୱାନ

ସୋନପୁର: ଆଜି ଦିନ ୧୦.୩୦ ଘ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ, ବରିଷ୍ଠ ସାମ୍ବାଦିକ ବ୍ୟୋମକେଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ
Read More...