ଦାରିଙ୍ଗବାଡ଼ିରେ ୧୮ମାସ ପରେ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ ଶ୍ରେଣୀ ଶିକ୍ଷାଦାନ
ଦାରିଙ୍ଗବାଡ଼ି : ଦୀର୍ଘ ୧୮ମାସ ପୂର୍ବରୁ ପଞ୍ଚମ ଶ୍ରେଣୀ ଓ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଶେଷ ଥର ପାଇଁ ସ୍କୁଲ ଆସିଥିଲେ । ମହାମାରୀ କରୋନା ଯୋଗୁଁ ରାଜ୍ୟରେ ଶ୍ରେଣୀ ଗୃହରେ ଶିକ୍ଷା ବ୍ୟବସ୍ଥା ବନ୍ଦ ହୋଇ ଥିଲା । ୧୮ମାସ କାଳ ଘରେ ରହି ୨ଟା କ୍ଲାସ ଡେଇଁଛନ୍ତି ଛାତ୍ରଛାତ୍ରୀ । ତେବେ କୋଭିଡର!-->…
Read More...
Read More...