ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଆଇବିରେ ଦିବଂଗତ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ସଭା ଆୟୋଜିତ ହୋଇଯାଇଛି । ସବୁବେଳେ ସାହସୀ ଓ ନିର୍ଭିକତା ସହ ଖବର ପ୍ରସାରଣ କରିବାରେ ମିଡ଼ିଆ ଜଗତରେ ଆଗକୁ ରହୁଥିଲେ ଅରିଦମ । ଏହି ପ୍ରକାର
Read More...

ବାତ୍ୟା ମୁକାବିଲା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ

ଭୁବନେଶ୍ୱର:ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ତେବେ ଏହାର ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।  ଫିସେରିଜ ଓ  ଏଆରଡି ବିଭାଗର କଣ୍ଟ୍ରୋଲ ରୁମ ଖୋଲାଯାଇଛି ।  ସ୍ୱତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ ଚାମ୍ବରରେ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି
Read More...

ସାମ୍ବାଦିକ ଅରିନ୍ଦମ ଦାସ ଓ ଯବାନ ସୀତାରାମ ମୁର୍ମୁଙ୍କ ବିୟୋଗରେ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ପାଟଣାଗଡ଼: ଘରେ ଘରେ ପରିଚିତ ଓଟିଭିର ଚିଫ୍‌ ରିପୋର୍ଟ ଯୁବ ସାହାସିକ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସିତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ପାଟଣାଗଡ଼ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ସଭା ଗୃହ ଠାରେ ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଶୋକ ସଭା ଅନୁଷ୍ଠିତ
Read More...

ବାତ୍ୟା ସମୀକ୍ଷା: ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ  ଏବଂ
Read More...

ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ଆସନ୍ତାକାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତି ନେବେ । ବାତ୍ୟା ମୁକାବିଲା ସମୀକ୍ଷା ବେଳେ ସୂଚନା ଦେଇଛନ୍ତି ଏସଆରସି । ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ
Read More...

ମାଓ ମୁକାବିଲା ପାଇଁ ନବୀନଙ୍କ ୫ ସୂତ୍ରୀ ପ୍ରସ୍ତାବ

ଭୁବନେଶ୍ୱର:ମାଓ ଦମନ ନେଇ ଆଜି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ  ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ  ହୋଇଛି । ବୈଠକରେ ଉପସ୍ଥିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ମୁକାବିଲା
Read More...

ଭୋଜନାଳୟ ଖୋଲିବା ପାଇଁ ଐତିହ୍ୟସମ୍ପନ୍ନ ରାନୀବଖରୀକୁ ଦିଆ ନଯାଉ: ଜନମତ

ସମ୍ବଲପୁର:ସମ୍ବଲପୁରର ସମୃଦ୍ଧ ଇତିହାସର ମୂକ ସାକ୍ଷୀ ରାନୀବଖରୀର ପୁନରୁଦ୍ଧାର ସ୍ୱାଗତେୟ, କିନ୍ତୁ ତାହାକୁ ଏକ ଆଧୁନିକ ଭୋଜନାଳୟ ପାଇଁ ବ୍ୟବହାର ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରବଳ ଜନମତ ଗଢିଉଠିଛି ଓ ଆଜି ଏହାକୁ ନେଇ ସେଠାରେ ପ୍ରଦର୍ଶନ କରାଯାଇଥିଲା ।
Read More...

୧୧ ଦିନ ପରେ ବି ମିଳୁନି ବଡ ନଦୀରେ ଭାସି ଯାଇଥିବା ପ୍ରଶାନ୍ତର ଠିକଣା

ଗଞ୍ଜାମ :ଏଗାର ଦିନ ହେଲା ନଦୀରେ ଭାସି ଯାଇଥିବା ପୁଅକୁ ଖୋଜି ପାଉନାହାନ୍ତି ପରିବାର ଲୋକ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠାରେ । ଏଗାର ଦିନ ହେବ ଘରେ ଚୁଲି ଜଳୁନି । ଗତ ୧୫ ତାରିଖ ଅପରାହ୍ନ ଚାରିଟାରେ ବଡ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଥିବା ବେଲଗୁଣ୍ଠା
Read More...

ସୁଧାରିପାରିଲେନି ଭୁଲ, ପୁଣି ୨୪ ଲକ୍ଷ ଜରିମାନା ଗଣିବେ ସାମସନ

ଦୁବାଇ : ଆଇପିଏଲ-୧୪ର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନକୁ ୩୩ ରନରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ ରାଜସ୍ଥାନ ପ୍ଲେ ଅଫ୍‌ରେ ପ୍ରବେଶ କରିବା ଆଶା କ୍ଷଣ ହୋଇଛି । ସେହିପରି
Read More...

ବାତ୍ୟା ପାଇଁ ଟୋଲ୍ ଫ୍ରୀ ନମ୍ବର ଜାରି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ଜୋରଦାର ପ୍ରସ୍ତୁତି । ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ନୟାଗଡ଼ା ଜିଲ୍ଲା ପ୍ରଭାବିତ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା
Read More...