ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’

ଭୁବନେଶ୍ୱର: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ‘ଗୁଲାବ’। ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା
Read More...

କୁଆଁରିଆ ଡ୍ୟାମ୍‌ରୁ ଛଡାଗଲା ପାଣି

ଦଶପଲ୍ଲା : - ଦଶପଲ୍ଲାର କୁଆଁରିଆ ଡ୍ୟାମ୍‌ ଚଳିତ ବର୍ଷର ଅଗଷ୍ଟ ମାସ ସୁଦ୍ଧା ନିଅଣ୍ଟିଆ ବର୍ଷା ଯୋଗୁ ଖାଲି ପଡିଥିବାବେଳେ, ଚାଷୀ ମାନେ ବର୍ଷାକୁ ଚାତକ ପରି ଚାହିଁ ରହିଥିବା ସହ ମରୁଡି ଘୋଷଣା ପାଇଁ ସରକାରଙ୍କୁ ଦାବି କରୁଥିବା ସମୟରେ ଆସିଲା ଗୋଟିଏ ପରେ ଗୋଟିଏ ଲଘୁଚାପ । ଫଳରେ କୁଆଁରିଆ
Read More...

ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସମ୍ବର୍ଦ୍ଧନା ଉତ୍ସବ

ବୌଦ୍ଧ,୨୬/୯- ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଦସ୍ୟ ଓ ଅଭିଭାବକମାନଙ୍କ ଦ୍ୱାରା ସ୍ଥାନୀୟ ବୁଟୁପାଲିସ୍ଥିତ ତୀରନ୍ଦାଜ ସଂଘ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ସଂଘର ସଂପାଦକ ଅର୍ଜୁନ କଅଁର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଇନ୍ଦ୍ରମଣି ମେହେର ଅତିଥି ପରିଚୟ
Read More...

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟରେ

ପୁରୀ,୨୬/୯- ପିପିଲି ବିଧାନସଭା ଉପନିର୍ବାଚନ ମତାଦାନ ନିମନ୍ତେ ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ସେମାନଙ୍କ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ଏଥିନିମନ୍ତେ ପେଣ୍ଠକଟା ସ୍ଥିତ ୱେର ହାଉସଠାରେ ସମସ୍ତ ପ୍ରସ୍ତୁତି ଶେଷହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାର ସମୀକ୍ଷା
Read More...

ଅଖିଳ ଭାରତୀୟ ଗୋଣ୍ଡୋୱାନା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

ପାଟଣାଗଡ,୨୬/୯- ବଲାଙ୍ଗିରଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଗ୍ରାମର ବଜାର ପ୍ରାଙ୍ଗଣଠାରେ ଅଖିଳ ଗୋଣ୍ଡୋୱ ।ନା ସମାଜ ପକ୍ଷରୁ ଉପଖଣ୍ଡସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟଘାଟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ ମୁଖ୍ୟଅତିଥି ,ଉପସଭାପତି ବିନୋଦ ମଲିକ
Read More...

କ.ନୂଆଗାଁ ପ୍ରେସକ୍ଲବ ପକ୍ଷରୁ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ବାଲିଗୁଡ଼ା,୨୬/୯- କନ୍ଧମାଳ ଜିଲ୍ଲା କ. ନୂଆଗାଁ ପ୍ରେସ୍‌କ୍ଲବ ପକ୍ଷରୁ ଦିବଙ୍ଗତ ନିର୍ଭିକ ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହି ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କ ଅମର
Read More...

ସ୍ୱର୍ଗତ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ନାମରେ ଛକ ଓ ପ୍ରତିମୂର୍ତ୍ତି ସ୍ଥାପନକଲେ ଗ୍ରାମବାସୀ

ହରଭଙ୍ଗା,୨୬/୯- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ କୃଷ୍ଣପାଲି ଗ୍ରାମର ସ୍ୱର୍ଗତ ଦୁଃଖୀଶ୍ୟାମ ପ୍ରଧାନଙ୍କ ନାମରେ ଛକ ଓ ତାଙ୍କର ପ୍ରତିମୃତ୍ତି ସ୍ଥାପନ କରିଛନ୍ତି ଗ୍ରାମବାସୀ । ସେ ଜଣେ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ହୋଇଥିବାବେଳେ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ,
Read More...

ଶାଳ ଗଣ୍ଡି ବୋଝେଇ ପିକଅପ୍‌ ସହ ବାଇକ୍‌ ଜବତ

ପାଟଣାଗଡ଼:ବଲାଙ୍ଗୀର ଜିଲ୍ଲା ପାଟଣାଗଡ ରେଞ୍ଜ ଅନ୍ତର୍ଗତ ପାଢେଲ ସେକ୍ସନ୍‌ ରେ ବାଘମୁଣ୍ଡ ଦୁନ୍ଦେଲ ମଝି ରାସ୍ତାରେ ଏକ ଶାଳଗଣ୍ଡି ବୋଝେଇ ପିକ୍‌ଅପ୍‌ ଭ୍ୟାନ ସହ ଏକ ଟିଭିଏସ୍‌ ଏକସେଲ ଗାଡିକୁ ଜବତ କରାଯାଇଛି । ସୂଚନା ଅନୁସାରେ ପାଢେଲ ସର୍କଲ ଫରେଷ୍ଟର ଅରବିନ୍ଦ ଧାରୁଆ ଓ ଲରମ୍ଭା ଫରେଷ୍ଟର
Read More...

ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ : ଆଜି ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ଗୁଲାବ । ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟା ପ୍ରତି ସାତ କିଲୋମିଟର ବେଗରେ ଆସୁଥିବା ବାତ୍ୟାକୁ ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ଓ
Read More...

ଗୋପାଳପୁର ଠାରୁ ୧୧୦ କିମି ଦୂରରେ ବାତ୍ୟା ‘ଗୁଲାବ’

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ’ଗୁଲାବ’ ଏବେ ପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୯
Read More...