ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଜୟନ୍ତୀ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଅର୍ଣ୍ଣପୂର୍ଣ୍ଣା ରେସିଡେନ୍ସିଠାରେ ବୀରମହାରାଜପୁର ମଣ୍ଡଳ ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଏକ ଶହ ଛଅ ତମ ଜୟନ୍ତୀ ପାଳିତ ହୋଇଯାଇଛି । ବୀରମହାରାଜପୁର ମଣ୍ଡଳ ବିଜେପି ସଭାପତି ହରିହର ପାତ୍ରଙ୍କ ଅଧ୍ୟକ୍ଷତାରେ
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ: ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା
Read More...

ପିପିଲି ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ

ପୁରୀ,୨୫/୯- ପିପିଲି ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ବିଜେଡ଼ି ଗଡ଼କୁ ବିଜେଡ଼ି ହାତରୁ ଛଡାଇବା ଲାଗି ପିପିଲିରେ ମାରାଥନ ପ୍ରଚାର କରି ଭୋଟ ମାଗିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପିପିଲି ଉତରା ଛକ ଠାରୁ ବିଜେପି ରାଲି ବାହାରି ପୁବା,ଗୋବିନ୍ଦପୁର, ଜଗନ୍ନାଥ
Read More...

ପୁରୀ ଗସ୍ତରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି. ରମନ୍ନା

ପୁରୀ,୨୫/୯-ପୁରୀ ଗସ୍ତରେ ଆସି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି. ରମନ୍ନା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ଶ୍ରୀମନ୍ଦିର ସିଂହ ଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି, କୌଳିକ ପଣ୍ଡା ସିଂହଦ୍ୱାରରେ ସ୍ୱାଗତ କରିଥିଲେ ।
Read More...

ବାଲିଗୁଡାରେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ବାଲିଗୁଡ଼ା,୨୫/୯ - କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଦିବଙ୍ଗତ ନିର୍ଭିକ ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବାଲିଗୁଡ଼ା ଗାନ୍ଧୀ ଛକ ନିକଟରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହି ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ୍‌
Read More...

ଭାରତ ବନ୍ଦକୁ ସମର୍ଥନ ଦେବ ଜିଲ୍ଲା କଂଗ୍ରେସ

ନବରଙ୍ଗପୁର,୨୫/୯- ଆସନ୍ତା ୨୭ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ସଂଯୁକ୍ତ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେବା ନିମନ୍ତେ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ନିର୍ଣ୍ଣୟ ନେଇଛି । କେନ୍ଦ୍ର ସରକାରଙ୍କ କଳା କୃଷି
Read More...

କିଆକଟା ଆଞ୍ଚଳିକ ସେବା ସଂସଦର ସହାୟତାରେ ହଜିଲା ପୁଅକୁ ଫେରିପାଇଲେ ପରିବାର

କିଆକଟା : ଆସାମ ରାଜ୍ୟର ଉଦୟ ଜିଲ୍ଲାର ବିକ୍ରମ ଉଦ୍ଦିମ ଗତ କିଛି ମାସ ତଳେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବିକ୍ରମର ସନ୍ଧାନ ପାଇଁ ସୋସିଆଲ ମିଡିଆର ସାହାରା ନେଇଥିଲେ । ପରେ ଏହି ଖବର କିଆକଟା ଆଞ୍ଚଳିକ ସେବା ସଂସଦ ନିକଟରେ ପହଞ୍ଚିଥିଲା । ସେବ ସଂସଦର ସମସ୍ତ ସଦସ୍ୟମାନେ ତାଙ୍କୁ
Read More...

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’; ନିୟୋଜିତ ହେବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ର ସାମନା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ସୂଚନା ମୁତାବକ, ଏହି ଅବପାତ ବର୍ତ୍ତମାନ ଗୋପାଳପରୁଠାରୁ ୪୭୦ କିମି ଦୂରରେ ରହିଛି । ଆଜି ସନ୍ଧ୍ୟାରେ ଏହା ଏକ ବାତ୍ୟାର ରୂପ ନେଇପାରେ । ଆସନ୍ତା
Read More...

ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ମହାନଦୀରେ ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ୍ ବୁଡ଼ିବା ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଗତକାଲି ମହାନଦୀକୁ ହାତୀ ଘଉଡ଼ାଇବାକୁ ଯାଇ ବୁଡ଼ି ଯାଇ ନିଖୋଜ ହୋଇଯାଇଥିବା ଓଡ୍ରାଫ୍ କର୍ମଚାରୀଙ୍କ ମୃତଦେହ ଠାବ ହୋଇଛି । ଅଣ୍ଡରୱାଟର୍ ଡ୍ରାଇଭର୍ ସୀତାରାମ
Read More...

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗ; ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଣ୍ଡଳିଠାରେ ଗତକାଲିର ହାତୀ ଅପରେସନ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼୍ରାଫ୍ ଟିମର ଜଣେ ବୁଡାଳି ଏବେ ବି ନିଖୋଜ ଅଛନ୍ତି । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି । ଏହି ମାମଲାରେ ସାମ୍ବାଦିକ
Read More...