ଫୁଲବାଣୀ ପ୍ରେସକ୍ଲବ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଫୁଲବାଣୀ ପ୍ରେସକ୍ଲବ ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲାl ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠୀତ ବୈଠକରେ ପୂର୍ବରୁ ଥିବା ଜର୍ଣ୍ଣାଲିଷ୍ଟ ସାମ୍ବାଦିକ କଲ୍ୟାଣ ପାଣ୍ଠି ସବ୍ କମିଟିକୁ ଭଙ୍ଗାଯାଇ ଏହାକୁ କ୍ରିୟାଶୀଳ କରିବା ପାଇଁ ନୂତନ ସଦସ୍ୟ
Read More...

ସାମ୍ବାଦିକ ଅରିନ୍ଦମ ମୃତ୍ୟୁରେ କବ୍ଚା ପକ୍ଷରୁ ଶୋକ

କଣ୍ଟାମାଳ,୨୫/୯- ଗତକାଲି ଗଜ ଉଦ୍ଧାର ସମୟରେ ଏକ ଅଭାବନୀୟ ପରିସ୍ଥିତର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ କଣ୍ଟାମାଳବ୍ଳକ ସାମ୍ବାଦିକ ସଂଘ (କବ୍ଚା) ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ସଂଘର ଉପ
Read More...

ବୌଦ୍ଧଜିଲ୍ଲା ପ୍ରେସ କ୍ଲବ ତରଫରୁ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୨୫/୦୯- ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ‘ଓଟିଭି’ ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଆଜି ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟରେ କ୍ଳବର ସଭାପତି ବରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୨୫/୯:- ବୌଦ୍ଧବ୍ଲକ ସିଆରସିସି ମାନଙ୍କର ସେପ୍‌ଟେମ୍ବର ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ଡ.
Read More...

ଟ୍ରକ ଓ ବସ୍‌କୁ ପିଟି ଓଲଟିଲା ୪୦୭ ଗାଡି, ୨ ଗୁରୁତର

ହରଭଙ୍ଗା,୨୫/୯- ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଭୈରବୀ ମନ୍ଦିର ନିକଟରେ ଆଜି ଭୋରରେ ଭୁବନେଶ୍ୱର ପଟୁ ଆସୁଥିବା ଏକ ୪୦୭ ଗାଡି ଅମ୍ବିକା ବସ ନାମକ ଏକ ଘରୋଇ ବସକୁ ଓଭରଟେକ କରିବା ସମୟରେ ଭାରସ୍ୟାମ ହରାଇ ବୌଦ୍ଧପଟୁ ଯାଉଥିବା ଏକ ଟ୍ରକକୁ ପ୍ରଥମେ ଓ ପରେ ଉକ୍ତ ବସକୁ
Read More...

ସି.ଆର.ପି.ଏଫ ଯବାନ ପ୍ରଦୀପ କୁମାର ମଲ୍ଲିକଙ୍କୁ ଭବ୍ୟ ସ୍ୱାଗତ

ହରଭଙ୍ଗା,୨୫/୯- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମପଂଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମର ପ୍ରଦୀପ କୁମାର ମଲ୍ଲିକ ଦୀର୍ଘବର୍ଷ ହେବ ସି.ଆର.ପି.ଏଫ ଯବାନ ଭାବେ କାର୍ଯ୍ୟକରି ତାଙ୍କର ଦାୟିତ୍ୱ ସଠିକ ଭାବେ ତୁଲାଇଛନ୍ତି । ଭାରତମାତାର ସେବା କରିଛନ୍ତି । ସମସ୍ତେ ଶୋଇଗଲା ପରେ
Read More...

ସାମ୍ଭାବ୍ୟ ବାତ୍ୟା ‘ଡିଆଁମୁ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଆସନ୍ତା ୨୬ ତାରିଖ ଦିନ ବାତ୍ୟା 'ଡିଆଁମୁ' ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ । ପବନର ଗତି ବେଳେବେଳେ ୯୦ କିଲୋମିଟର ରହିବ । ଆଜି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସତର୍କ
Read More...

ଟିକାକରଣ କେନ୍ଦ୍ରରେ କରୋନାକୁ ଆମନ୍ତ୍ରଣ

ଦାରିଙ୍ଗବାଡି : ଟିକା ନେବାକୁ ଆସି କରୋନାକୁ ଆମନ୍ତ୍ରଣ କରୁଛନ୍ତି ଲୋକେ l ଦାରିଙ୍ଗବାଡି ବ୍ଲକରେ ଟିକାକରଣର ଅବ୍ୟବସ୍ଥା । ଟୀକା କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସହ ଟୀକାକରଣ କେନ୍ଦ୍ରରେ ଲୋକଙ୍କ ପାଇଁ ରହୁନି ଆନୁଷଙ୍ଗିକ ବ୍ୟବସ୍ଥା । ଟୀକା ନେବା ପାଇଁ ଶହଶହ ଲୋକଙ୍କ ଏମିତି ଭିଡ଼ ଯେ
Read More...

ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର 5ଟି ଟ୍ରାନ୍ସଫରମେସନ ଉଦଘାଟନ ପ୍ରସ୍ତୁତି

ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଟ୍ରାନ୍ସଫରମେସନ ଉଦଘାଟନ ପ୍ରସ୍ତୁତିକରଣ ବୈଠକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ଭୂୟାଁ, ମୁଖ୍ୟ ବକ୍ତା ଗ୍ରାମ ପଞ୍ଚାୟତର ସମିତି
Read More...

କବି ନୃସିଂହାନନ୍ଦ ମହାପାତ୍ର ପାଇଲେ ସାହିତ୍ୟ ରତ୍ନ

ଫୁଲବାଣୀ : କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ,ସଂଗଠକ, ସମାଜସେବୀ, ଶିକ୍ଷାବିତ ଶ୍ରୀ ନୃସିଂହାନନ୍ଦ ମହାପାତ୍ର ଚଳିତ 2021 ବର୍ଷ ପାଇଁ ସମତା ସାହିତ୍ୟ ଏକାଡେମୀ,ନାଗପୁର, ମୁମ୍ବାଇ, ମହାରାଷ୍ଟ୍ର ତରଫରୁ ମର୍ଯ୍ୟାଦାଜନକ ସାହିତ୍ୟ ରତ୍ନ ପୁରସ୍କାର ପାଇଛନ୍ତି l ରାଷ୍ଟ୍ରୀୟ ଗୁରୁ ଦିବସ
Read More...