ବିଶ୍ୱକପ ପରେ ଦିନିକିଆ ଏବଂ ଟି-୨୦ ର ଅଧିନାୟକତ୍ୱ ଛାଡିବେ ବିରାଟ, ଏହି ବଡ କାରଣ ପାଇଁ ନେଇଛନ୍ତି ନିଷ୍ପତ୍ତି :…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ ଭାରତର ସଫଳ ଅଧିନାୟକ ବିରାଟ କୋହଲି ଆଗାମୀ ଟି-୨୦ ବିଶ୍ୱକପ ପରେ ଦିନିକିଆ ଓ ଟି-୨୦ ଅଧିନାୟକତ୍ୱ ପଦରୁ ଅବ୍ୟାହତ ନେବେ । ଏହି ନିଷ୍ପତ୍ତି ଖୋଦ୍ ବିରାଟ କୋହଲି ନେଇଛନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି ।!-->…
Read More...
Read More...