ମହେନ୍ଦ୍ରଗିରି ଓ ଚନ୍ଦ୍ର ଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ ହେବ : ମୁଖ୍ୟ ଶାସନ ସଚିବ

ପାରଳାଖେମୁଣ୍ଡି : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ର ସ୍ତରୀୟ ଅନୁଧ୍ୟାନ କରି ଥିଲେ । ଶ୍ରୀ ମହାପାତ୍ର ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବ । ପୂରିଆ
Read More...

୧୧କେଭି ବିଦ୍ୟୁତ୍‌ ତାର ଲାଗି ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁରୁବାଲି ଗ୍ରାମ ନିକଟରେ ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏହାର ପ୍ରତିବାଦରେ ମୃତ୍ୟୁ ବ୍ୟକ୍ତିର କ୍ଷତିପୂରଣ ଦାବୀରେ ୫୯ ନଂ.ଜାତୀୟ ରାଜପଥକୁ ଗୁମାପଦର ଛକରେ ଅବରୋଧ କରିଥିଲେ । ଘଟଣାରୁ ପ୍ରକାଶ ଯେ ମହାସିଙ୍ଗ
Read More...

ଅଧିକ ଘନୀଭୂତ ହେଉଛି ଲଘୁଚାପ,ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଅଧିକ ଘନୀଭୂତ ହେଉଛି ଲଘୁଚାପ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେଉଛି । ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମଉତ୍ତର-ପଶ୍ଚିମ ଦିଗକୁ ଗତି
Read More...

ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ ଚାଳକ ଆଶିଷ ଦିଗାଲ (୧୭)ଏବଂ ଦୀପା କହଁର(୧୬) ରାତ୍ରି ସମୟରେ ଯାଉଥିବା ବେଳେ ବୁଡ଼ାଦାନୀ ନିକଟସ୍ଥ ବୁଲାଣୀ ରାସ୍ତାରେ ଏକ ଗାଡ଼ ୱାଲରେ ଭାରସ୍ୟାମ ହରାଇ ପିଟି ହୋଇ ଯାଇଥିଲେ ।
Read More...

ରାଜ୍ୟରେ ଚିହ୍ନଟ ହେଲେ ୬୪୯ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୩ ଜଣ ଅଛନ୍ତି। ୬୪୯ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୨୬୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୫
Read More...

ପିଇବା ପାଣି ପାଇଁ ଡହଳ ବିକଳ କଲୋନୀ ସାହି ବାସିନ୍ଦା, ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ

ଘୁ.ଉଦୟଗିରି,୧୧/୯- ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ଗାଁ ଗାଁରେ ପାନୀୟ ଜଳ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି, ବସୁଧା ଯୋଜନାରେ ସମସ୍ତ ଗାଁ ଗହଳିକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି ହେଲେ ସାରଙ୍ଗଡ ପଂଚାୟତର କଲୋନୀ ସାହି ବାସିନ୍ଦା ଏଥିରୁ ବାଦ ପଡିଛନ୍ତି । ଏହି ସାହିରେ ଶହେରୁ
Read More...

ପାର୍ବଣ ଗାଇଡଲାଇନ ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲା ପୂଜା କମିଟି

ପୁରୀ,୧୧/୯- ପୂଜା ପର୍ବାଣୀ ଆୟୋଜନ ନେଇ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଙ୍କ ସହ ଆଲୋଚନା ହୋଇଛି । ପୂଜା ସମୟରେ ପୂଜା ମଣ୍ଡପ ଚାରିପାଖ କପଡାରେ ଢାଙ୍କିବା ସହ କୌଣସି ଲାଉଡ଼ ସ୍ପିକର ନ ବଜାଇବା ,
Read More...

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

ଗଜପତି,୧୧/୯- ଆଜି ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ରାଜିବ ଗାନ୍ଧି ପଞ୍ଚାୟତ ସଂଗଠନର ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାର ଦାୟିତ୍ୱରେ ଥିବା ପ୍ରବନ୍ଧକ
Read More...

ସୂର୍ଯ୍ୟମନ୍ଦିର ପରିସରରେ ପାଳନ ହେଲା ଆଜାଦି କା ଅମୃତ ମହୋତ୍ସବ ଓ ଗଣଦୌଡ

ପୁରୀ,୧୧/୯- ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପାଳନ କରାଯାଇଛି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ । ଏହି କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ର ପୁରୀ ଦ୍ୱାରା ଆୟୋଜନ କରାଯାଇଥିଲା । କୋଭିଡ୍‌ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତେ ଫିଟ ରହିବା ଓ
Read More...

ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭେରବୀଙ୍କ ଠାରେ ଲାଗିହେଲା ନବାନ୍ନ

ବୌଦ୍ଧ,୧୧/୯:- ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ଧାର୍ଯ୍ୟ ଲଗ୍ନ ୧୧ଟାରେ ନବାନ୍ନ ଲାଗି କରାଯାଇଥିଲା । ମହାନଦୀରୁ କଳସରେ ଜଣ ଅଣାଯାଇ ଦେବୀଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୂଜକ ସାନନ୍ଦ
Read More...