ବାତ୍ୟାରେ ଏହି ଦୁଇ ଜିଲ୍ଲା ଅଧିକ ପ୍ରଭାବିତ ହେବ
ଭୁବନେଶ୍ୱର:ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୂରରେ ଗୁଲାବ ରହିଛି । ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କିମି ଦୂରରେ ଗୁଲାବ ରହିଛି । ଗତ ୬ଘଣ୍ଟାରେ ଗୁଲାବର ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର । ରାତି ପ୍ରାୟ!-->…
Read More...
Read More...