ଲଘୁଚାପ ପ୍ରଭାବରେ ଦାରିଙ୍ଗବାଡିରେ ଲଗାଣ ବର୍ଷା : ଡାଇଭର୍ସନର ଉଭୟ ପାର୍ଶ୍ୱର ମାଟି ଧଶିଲା,ମରାମତି କାର୍ଯ୍ୟ ଜାରି
ଦାରିଙ୍ଗବାଡି: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷାରେ ବେହାଲ ହୋଇଛି । ସମଗ୍ର ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେତୁ ପରିସ୍ଥିତି ଶୋଚନୀୟ ହୋଇପଡିଛି । କନ୍ଧମାଳ ଜିଲ୍ଲା ଅରେଞ୍ଜ ଜୋନରେ ଥିଲେ ସୁଦ୍ଧା ୨ଦିନ ଧରି ଲଗାଣ!-->…
Read More...
Read More...