ଭୂପେନ୍ଦ୍ର ପଟେଲ୍ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଭୂପେନ୍ଦ୍ର ପଟେଲ୍ ହେଲେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକ ଦଳର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ମନ୍ଥନ ଚାଲିଥିଲା। ଆଜି ଗୁଜରାଟର ନୂଆ…
Read More...

ବିପଦସଙ୍କେତ ଡେଇଁଲା ଜଳକା

ଜଳେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନିଭୂତ ହେଉଛି । ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଛି । ତେବେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ମଥାନୀ ଠାରେ ଜଳକା ନଦୀ ବିପଦସଙ୍କେତ ଉପରେ…
Read More...

କୋଣାର୍କରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ ଉଦଯାପିତ, କ୍ରୀଡା ଛାତ୍ରାବାସର ନିର୍ମାଣ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

କୋଣାର୍କ : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପୁରୀଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହାୟତାରେ ଫ୍ରେଣ୍ଡସ କ୍ଲବ, ଶିରିପୁର ଓ ସାମାଜିକ ସଂଗଠନ ସଂପର୍କ ମିଳିତ ଆନୁକୁଲ୍ୟରେ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଫିଟ ଇଣ୍ଡିଆ ଫ୍ରିଡ଼ମ ରନ…
Read More...

ଉଚ୍ଚ ଶିକ୍ଷା ପଢିବାକୁ ଛାତ୍ରୀଙ୍କୁ ଅନୁମତି ଦେଲା ତାଲିବାନ ସରକାର, ରଖିଲା ଏପରି ସର୍ତ୍ତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେର ତାଲିବାନ ସରକାରର ଶାସନ ଆରମ୍ଭ ହୋଇ ଯାଇଛି । ହେଲେ କ୍ଷମତା ସମ୍ଭାଳୁ ସମ୍ଭାଳୁ ନିଜର ଅସଲ ରଙ୍ଗା ଦେଖାଇବା ଆରମ୍ଭ କରିଛି ତାଲିବାନ । ଆଜିର ସମୟରେ ଯେଉଁଠି ପ୍ରତିଟି ମଣିଷ ପାଇଁ ପାଠ ପଢିବାର ମୌଳିକ ଅଧିକାର ରହିଛି, ସେଠି ତାଲିବାନ ଆଫଗାନ ମହିଳାଙ୍କୁ ଦୟା…
Read More...

ସିନ୍ଧୁଙ୍କ ସହ ରାତ୍ରୀଭୋଜନ କଲେ ଦୀପିକା-ରଣବୀର

ଶନିବାର ରାତିରେ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟ ବାହାରେ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୀପିକା ସିନ୍ଧୁଙ୍କୁ ରାତ୍ରୀ ଭୋଜନ…
Read More...

ସଡକ ଦୁର୍ଘଟଣରେ ଜଣେ ମୃତ

ବାଲିଗୁଡା : ବାଲିଗୁଡ଼ା ଥାନା ବାରଖମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖରାପ ହୋଇଥିବା ଅଟୋ ସଜାଡ଼ୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ମୋଟରସାଇକେଲ । ଅଟୋ ସଜାଡ଼ୁଥିବା ପିତବାସ ଦିଗାଳ ନାମକ ଯୁବକ ମୃତ । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ କାମ୍ବାରକିଆ ଗ୍ରାମର ରବିଚନ୍ଦ୍ର…
Read More...

ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନିଭୂତ ହେଉଛି ।  ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା ରହିଛି ।  ଏହାର ପ୍ରଭାବରେ ଆଜି ଓ…
Read More...

ମାଁ ସମଲେଶ୍ୱରୀ ମନ୍ଦିରରେ ‘ଲାଇଟ୍‌ ଆଣ୍ଡ ସାଉଣ୍ଡ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର; ପଶ୍ଚିମ ଓଡିଶାର ପ୍ରମୁଖ ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଁ ସମଲେଶ୍ୱରୀ ମନ୍ଦିରରେ ‘ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ଶୋ’ କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଭିଡିଓ କନଫରେନି୍ସଂ ଜରିଆରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି…
Read More...

ମହେନ୍ଦ୍ରଗିରି ଓ ଚନ୍ଦ୍ର ଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ ହେବ : ମୁଖ୍ୟ ଶାସନ ସଚିବ

ପାରଳାଖେମୁଣ୍ଡି : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ର ସ୍ତରୀୟ ଅନୁଧ୍ୟାନ କରି ଥିଲେ । ଶ୍ରୀ ମହାପାତ୍ର ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବ । ପୂରିଆ…
Read More...

୧୧କେଭି ବିଦ୍ୟୁତ୍‌ ତାର ଲାଗି ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁରୁବାଲି ଗ୍ରାମ ନିକଟରେ ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏହାର ପ୍ରତିବାଦରେ ମୃତ୍ୟୁ ବ୍ୟକ୍ତିର କ୍ଷତିପୂରଣ ଦାବୀରେ ୫୯ ନଂ.ଜାତୀୟ ରାଜପଥକୁ ଗୁମାପଦର ଛକରେ ଅବରୋଧ କରିଥିଲେ । ଘଟଣାରୁ ପ୍ରକାଶ ଯେ ମହାସିଙ୍ଗ…
Read More...