ଘଣ୍ଟାପଡା ଧାନମଣ୍ଡି ଖୋଲିଲା, ପ୍ରଥମ ଦିନରେ ବିକିଲେ ୧୭ ଚାଷୀ
ବୌଦ୍ଧ,୨୯/୧୧ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମବାୟ ସମିତିର ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ପ୍ରଥମ ଦିନରେ ଟୋକନ ପାଇଥିବା ୧୭ ଜଣ ଚାଷୀଙ୍କ ଠାରୁ ୪୨୦. ୮୮ କ୍ୱିଣ୍ଟାଲ ଧାନ କ୍ରୟ ଅନ୍ନପୂର୍ଣ୍ଣା ରାଇସ ମିଲ କ୍ରୟ କରିଥିବା ଜଣାପଡିଛି । ଖରିଫ ଧାନମଣ୍ଡିକୁ ଘଣ୍ଟାପଡା ଗ୍ରାମ!-->…
Read More...
Read More...