ଗଜପତିରେ ଆଜି ୮ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୩୧/୧୦- ଗଜପତିରେ ଆଜି ପୁଣି ୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଳକରୁ ଜଣେ, ମୋହନା ବ୍ଳକରୁ ୨ ଜଣ, ରାୟଗଡ ବ୍ଲକରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ, ପାରଳା ପୌରପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ!-->…
Read More...
Read More...