ସୁଧୁରୁନି କରୋନା ସ୍ଥିତି
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ପୂର୍ବଭଳି ଗମ୍ଭୀର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୭୩ଟି ନୂଆ ମାମଲା ଆସିଛି । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୨୧,୩୯୩ରେ ପହଞ୍ଚିଛି । ସେହିପରି, ଗୋଟିଏ ଦିନରେ ଆଉ ୩୯ଜଣଙ୍କର ମୃତ୍ୟୁ ଘଟିବା ପରେ କରୋନା ମୃତ୍ୟୁସଂଖ୍ୟା ୬୮୧କୁ ବୃଦ୍ଧି!-->…
Read More...
Read More...