ସାଂସଦ ଡ. ସାମନ୍ତଙ୍କ ବୌଦ୍ଧ ଜିଲ୍ଲାଗସ୍ତ, କୋଭିଡ-୧୯ର କଲେ ସମୀକ୍ଷା
ବୌଦ୍ଧ : କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କୋଭିଡ-୧୯ର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ଅନୁଷ୍ଠିତ ବୈଠକରେ ସାଂସଦ ପାଣ୍ଠିରୁ କୋଭିଡ-୧୯ ମୁକାବିଲା ଓ ଭିତ୍ତିଭୂମି!-->…
Read More...
Read More...