ପାଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୦ତମ ବନ ମୋହତ୍ସବ ପାଳନ

https://youtu.be/BuQP1-hMgZk ବନ ବିଭାଗ ସହାୟତାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ପାଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡାବର ବୈତରଣୀ ଇନିସିଏଟିଭ ଦ୍ୱାରା ଆୟୋଜିତ ୭୦ତମ ବନ ମୋହତ୍ସବ ପାଳନ ହୋଇଛି, ଏଥିରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ
Read More...

କ୍ରୀଡ଼ା ଓ ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ କଲେ ଡଃ.ସାମନ୍ତ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବ ବ୍ୟାପାର ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଓଡ଼ିଶା ଆଜି ଭାରତର କ୍ରୀଡ଼ା ରାଜଧାନୀ ହୋଇପାରିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧବାର ସଂସଦର ବଜେଟ ଅଧିବେଶନ ଅବସରରେ ସୂଚନା ଦେଇଛନ୍ତି ।
Read More...

ବର୍ଷା ଉଭାନ : କିଆକଟା ଅଞ୍ଚଳରେ ଗଜା ମରୁଡ଼ି ଆଶଙ୍କା

ଆଠମଲ୍ଲିକ : ଶ୍ରାବଣ ମାସରେ ବୈଶାଖର ତାତି । ଶ୍ରାବଣ ମାସକୁ କଥା କଥାରେ ସାଧାରଣତଃ ଧାରା ଶ୍ରାବଣ କୁହାଯାଏ ଅର୍ଥାତ୍ ଏହି ମାସଯାକ ବର୍ଷା ଲାଗି ରହେ । ଏଭଳି ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ଓଡିଶାର ଏଭଳି କେତେକ ଅଂଚଳ ଅଛି ଯେଉଁଠି ବର୍ଷା ସମୟରେ
Read More...

ସାପ କାମୁଡ଼ିବାରୁ ସାପକୁ କାମୁଡ଼ିଲେ ବୃଦ୍ଧ, ଦୁହିଁଙ୍କ ମୃତ୍ୟୁ

ମହିସାଗର : ଗୁଜୁରାଟର ମହିସାଗର ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଠାରେ ଜଣେ ବୃଦ୍ଧଙ୍କୁ ସାପ କାମୁଡ଼ି ଦେବାରୁ ପ୍ରତିଶୋଧ ନେବା ପାଇଁ ସାପକୁ କାମୁଡ଼ି ଦେଇଥିଲେ ବୃଦ୍ଧ । ଯାହା ପରେ ଦୁହେଁ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି ।
Read More...

ବିଟ୍‌ , ଅମୃତଭଣ୍ଡା, କଖାରୁ ଓ ଗାଜର ରସ ପିଇଲେ ମିଳିଥାଏ ଏହି ଫାଇଦା

ଏବେ ଡେଙ୍ଗୁ ,ମାଲେରିଆର ସଂକ୍ରମଣ ଖୁବ୍‌ କ୍ଷୀପ୍ର ଗତିରେ ହେବାର ପରିଲକ୍ଷିତ ହେଉଛି। ଡେଙ୍ଗୁ ସଂକ୍ରମଣ ସମୟରେ ଶରୀରରେ ବ୍ଲଡ୍‌ ପ୍ଲେଟଲେଟ୍‌ ଶୀଘ୍ର ହ୍ରାସ ପାଇଥାଏ। ଏଣୁ ଖାଦ୍ୟରେ ଉପରୋକ୍ତ ଜିନିଷ ସାମିଲ୍‌ କରାଯିବାର ଆବଶ୍ୟକତା ରହିଛି। ବିଟ୍‌ ଓ ଗାଜର ରସ:- ବିଟ୍‌ ରସରେ ଅଧିକ
Read More...

ବ୍ରହ୍ମପୁର ମେଡିକାଲ ପରିସରରେ ଗଛ କଟାକୁ ବିରୋଧ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ପରିସରରୁ ଗଛ କାଟିବା ପାଇଁ ପୂର୍ତ୍ତ ବିଭାଗ ଓ ବନବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶକୁ ବ୍ରହ୍ମପୁରବାସୀ ସହ୍ୟ କରିପାରିନାହାନ୍ତି। ମେଡିକାଲ ପରିସରରୁ ରବିବାର ଗଛକଟା ଆରମ୍ଭ ହେବା ପରେ ବ୍ରହ୍ମପୁରବାସୀ ଅଧିକାରୀମାନଙ୍କୁ ଘେରିଛନ୍ତି।
Read More...

ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ସଲିଲ

ଭୁବନେଶ୍ୱର : ହସେଇ ହସେଇ ବେଦମ୍ କରୁଥିବା ସଲିଲ ଶେଷରେ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଚାଲିଗଲେ ଆରପାରିକୁ। ହଜାରେ ଦୁଃଖରେ ଥିଲେ ମଧ୍ୟ ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ଦେଉଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଲେ। ଦୁର୍ଘଟଣାରେ ଆହତ ହୋଇ କିମ୍‌ସ ହସ୍ପିଟାଲ୍‌ରେ ଚିକିତ୍ସିତ
Read More...

ମହାବାତ୍ୟା “ଫନି” ଯୋଗୁଁ ସମ୍ବଲପୁରରେ ବର୍ଷାର ସମ୍ଭାବନା

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ହେଲା ସମ୍ବଲପୁର, ବଙ୍ଗୋପସାଗରରେ ଘନୀଭୂତ ମହାବାତ୍ୟା "ଫନି"ର ପ୍ରଭାବ ସ୍ବରୂପ ସମ୍ବଲପୁରରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଆଲର୍ଟ ଅନୁସାରେ ଏଠାରେ ପାଗ କୋହଲା ରହିବା ସହିତ ସାମାନ୍ୟ ବର୍ଷା ର ଆଶଙ୍କା କରାଯାଉଛି । ଅବଶ୍ୟ ଏହି
Read More...

ଭିମସାରରେ ଏକାଡେମିକ ସମ୍ପାନ ଆୟୋଜିତ

ସମ୍ବଲପୁର, ଏଠାକାର ପ୍ରସିଦ୍ଧ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା ଅନୁଷ୍ଠାନ (ଭିମସାର) ରେ ଚିକିତ୍ସା ଅଧ୍ୟାପନାର ଅଗ୍ରଗତି ପାଇଁ ଚିକିତ୍ସା ଅଧ୍ୟାପକମାନଙ୍କୁ ନେଇ ଏକ ଉଚ୍ଚଶିକ୍ଷଣୀୟ ସମ୍ପାନ ଆୟୋଜିତ ହୋଇଥିଲା ଏବଂ ଏଥିରେ ବହୁ ସଂଖ୍ୟକ ଚିକିତ୍ସା ଅଧ୍ୟାପକମାନେ ସାମିଲ ହୋଇଥିଲେ ।
Read More...