କେଉଁଠାରୁ ପାଇବେ ଟିକେଟ୍‌ ଓଲିଉଡ ଷ୍ଟାର୍‌ ଅରିନ୍ଦମ?

ଭୁବନେଶ୍ୱର: ଓଲିଉଡ ଷ୍ଟାର୍‌ ଅନୁଭବ ମହାନ୍ତି ବିଜେଡ଼ିର କେନ୍ଦ୍ରାପଡ଼ାରୁ ଲୋକସଭା ପାଇଁ ଟିକେଟ୍‌ ପାଇବାପରେ ଏବେ ଅନ୍ୟତମ ଲୋକପ୍ରିୟ ତାରକା ଅରିନ୍ଦମ୍‌ ରାୟଙ୍କର ଅବସ୍ଥା କ’ଣ ହେବ? ଏହାକୁ ନେଇ ଓଲିଉଡରେ ଯେମିତି ଚର୍ଚ୍ଚା ଚାଲିଛି,ସେମିତି ରାଜନୀତିରେ ବି ଚର୍ଚ୍ଚା ଜାରି ରହିଛି। ଆଉ ଜଣେ
Read More...

ଭୋଟ୍‌ ଦେବାକୁ ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ଛୁଟି

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ରାଜ୍ୟ ସରକାର ସରକାରୀ ଚାକିରିଆଙ୍କ ପାଇଁ ଦୁଇ ଦିନ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ଯେଉଁ ସରକାରୀ ଚାକିରିଆ ମୁଖ୍ୟାଳୟ ବାହାରେ ଭୋଟ୍‌ ଦେବାକୁ ଚାହୁଁଥିବେ ସେମାନଙ୍କୁ ଦୁଇ ଦିନ
Read More...

ଖରାଦିନେ ଫୁଡ୍‌ ପଏଜନିଙ୍ଗ ଠାରୁ ମୁକ୍ତି ଦେଇଥାଏ ଏହି ସବୁ ଜିନିଷ

ପାଗ ବଦଳିବା ସହ ଖାଇବା-ପିଇବା ଏବଂ ଦୈନଦିନ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଖାସ୍‌ କରି ଖରାଦିନେ ଖାଦ୍ୟପେୟକୁ ନେଇ ଅଧିକ ସାବଧାନ ରହିବାକୁ ପଡ଼ିଥାଏ । କାରଣ ଖରାଦିନେ ଶରୀରର ପାଚନକ୍ରିୟା ଦୁର୍ବଳ ହୋଇଯିବା ସହ ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇ ନଥାଏ । ଯାହାଦ୍ୱାରା ଫୁଡ୍‌
Read More...

ବିଜେପିରେ ଯୋଗ ଦେଲେ ଅଭିନେତ୍ରୀ ବିଦୁସ୍ମିତା

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କଳାକାରମାନେ ବିଗତ ଦିନମାନଙ୍କରେ ରାଜନୀତିରେ ପ୍ରବେଶ କରିଥିଲେ ସେମାନଙ୍କ ମଧରେ ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ମୁନ୍ନା ଖାଁ, ଅରିନ୍ଦମ ରାୟ, କୁନା ତ୍ରପାଠୀ, ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ,
Read More...

ନିୟନ୍ତ୍ରିତ ହେଉ ନାହିଁ ବେଆଇନ ବନ୍ଧୁକ କାରବାର ପୁଲିସ ଦ୍ୱାରା ନିୟମିତ ଧରପକଡ଼ ଜାରି

ସମ୍ବଲପୁର, ନିର୍ବାଚନ କୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ନିୟମିତ ଧରପକଡ଼ ଜାରି ରହିଥିବା ସ୍ବତ୍ତେ ବେଆଇନ ବନ୍ଧୁକ କାରବାର ନିୟନ୍ତ୍ରଣ ରେ ଆସୁ ନାହିଁ । ଗତକାଲି ପୁଲିସ ଏକ ଗୁପ୍ତ ସୂଚନା ପାଇ ସ୍ଥାନୀୟ ଜୁଜୁମୁରା ଥାନା ଅନ୍ତର୍ଗତ ଟାମ୍ପରସିଂହ ଗ୍ରାମରେ ଚଢ଼ାଉକରି ଏକ ବେଆଇନ ଦେଶି
Read More...

ନିର୍ବାଚନ ଲଢିବେନି ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର : କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଚଳିତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବନାହିଁ ବୋଲି ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଭାବରେ ଜଣାଇଛନ୍ତି । ପ୍ରଭାତ କହିଛନ୍ତି ଚିଟ୍ଫଣ୍ଡ ଘଟଣାରେ ସେ ଅଭିଯୁକ୍ତ ଥିବାରୁ ଓ ତାଙ୍କ ମାମଲା
Read More...

ପ୍ରାର୍ଥୀ ଚୟନ କୁ ନେଇ ସବୁ ପାର୍ଟିରେ ଦ୍ଵନ୍ଦ, ମାଟିପୁତ୍ର ବନାମ ବାହାରି ପ୍ରାର୍ଥୀ

ସମ୍ବଲପୁର, ନାମାଙ୍କନ ପାଇଁ ଶେଷ ତାରିଖ ପାଖେଇ ଆସୁଥିଲେ ମଧ୍ୟ ଏଠାରେ ପ୍ରମୁଖ ରାଜନୈତିକ ପାର୍ଟିମାନେ ତାଙ୍କର ପ୍ରାର୍ଥୀ ଚୟନକୁ ନିଜ ସ୍ଥିତି ସ୍ପଷ୍ଟ କରି ନାହାନ୍ତି ଓ ବିଶେଷକରି ଲୋକସଭା ପ୍ରାର୍ଥୀ କୁ ନେଇ ସେମାନେ ଦ୍ବନ୍ଦ ରେ ଥିଲାପରି ଜଣାପଡୁଛି । କାରଣ ଅନେକ ସ୍ଥାନରେ ଜିଲ୍ଲା
Read More...

ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଚାହିଁଲେ ସୁରକ୍ଷା ଯୋଗାଇ ଦିଆଯିବ: ଡିଜି

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତି ବିଶେଷ ନିଜକୁ ଅସୁରକ୍ଷିତ ମଣି ସୁରକ୍ଷା ମାଗିଲେ ଓଡ଼ିଶା ପୁଲିସ ପକ୍ଷରୁ ତାହା ଯୋଗାଇ
Read More...

ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନରେ ସମସ୍ତେ ଖୁସି

ନୂଆଦିଲ୍ଲୀ,୨୬/୩: ଆଇପିଏଲ୍ରେ ଡାଭିଡ୍ ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ତାଙ୍କ ଫ୍ରାଞ୍ଚାଇଜ୍ ଟିମ୍ର ସବୁ ଖେଳାଳି ଅତ୍ୟନ୍ତ ଉତ୍ସାହିତ । କେରଳର ଦ୍ରୁତ ବୋଲର ବାସିଲ୍ ଥମ୍ପି ଏହାକୁ ନେଇ ଅଧିକ ଖୁସି ଥିବା ଲକ୍ଷ୍ୟ କରାଯାଉଛି । ଥମ୍ପି ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ,
Read More...

ବ୍ୟାଟିଂରେ ସୁଧାର ପାଇଁ କୋହଲିଙ୍କୁ ଅନୁଧ୍ୟାନ କରେ: ମନଜୋତ୍

ନୂଆଦିଲ୍ଲୀ,୨୬/୩: ବ୍ୟାଟିଂ ମୋର ପ୍ରଥମ ଆକର୍ଷଣ । ପ୍ରତି ଗେମ୍ରେ କିପରି ଆହୁରି ଅଧିକ ଭଲ ବ୍ୟାଟିଂ କରିବି ସେଥିନେଇ ମୋର ଚିନ୍ତା ନାହିଁ । ତେଣୁ ବ୍ୟାଟିଂରେ ଅଧିକ ଉନ୍ନତି ଆଣିବା ଲାଗି ମୁଁ ସବୁବେଳେ ବିରାଟ କୋହଲିଙ୍କ ବ୍ୟାଟିଂର ଭିଡ଼ିଓ ଭଲ ଭାବରେ ନିରୀକ୍ଷଣ କରେ । ଏକଥା ପ୍ରକାଶ
Read More...