ଭିମସାର ମେଡିସିନ ୱାର୍ଡରେ ଜଣଙ୍କ କୋଭିଡ ଲକ୍ଷଣରୁ ଉତ୍ତେଜନା
ସମ୍ବଲପୁର: ବୁର୍ଲାସ୍ଥିତ ଭିମସାର ହସ୍ପିଟାଲର ମେଡିସିନ ୱାର୍ଡରେ ଜଣେ ରୋଗୀର କୋଭିଡ ଲକ୍ଷଣ ଦେଖାଯିବାରୁ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ଏହି ୪୫ ବର୍ଷୀୟ ମହିଳା ରୋଗୀ ଜଣକ ବିଷକ୍ରିୟାରୁ ଗମ୍ଭୀର ଅବସ୍ଥାରେ ପ୍ରଥମେ ଆଶୁଚିକିତ୍ସା ପରେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ ।!-->…
Read More...
Read More...