ହିନ୍ଦୁ ସ୍ତ୍ରୀମାନେ ସୀମନ୍ତରେ ସିନ୍ଦୁର ଲଗାନ୍ତି କାହିଁକି ?
ସୀମନ୍ତରେ ସିନ୍ଦୁର ଲଗାଇବା ସୁହାଗିନୀ ସ୍ତ୍ରୀର ସୂଚକ ଅଟେ । ହିନ୍ଦୁ ବିବାହିତ ରମଣୀମାନେ ସିନ୍ଦୁର ଲଗାଇ ଥାଆନ୍ତି । କୁମାରୀ କନ୍ୟା ଓ ବିଧବା ସ୍ତ୍ରୀ ଏହା ଲଗାଇବା ନିଷେଧ ଅଟେ ।
ଏହା ବ୍ୟତୀତ ସିନ୍ଦୁର ଲଗାଇବା ଦ୍ୱାରା ସ୍ତ୍ରୀମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧିପାଇଥାଏ । ବିବାହ!-->!-->!-->!-->!-->…
Read More...
Read More...