ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ କେନ୍ଦ୍ର ପର୍ଯ୍ୟବେକ୍ଷଣ କଲେ ବିଡିଓ
ନୂଆଗାଁ : ନୂଆଗାଁ ବ୍ଲକର ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ ମେ ୧ ତାରିଖରୁ ୯୬ ଟି ସେଣ୍ଟର ମଧ୍ୟରେ ଆରମ୍ଭ ହୋଇଯାଇଛି । ଆଜି ନୂଆଗାଁ ବ୍ଲକ ବିଡିଓ ସଚିଦାନନ୍ଦ ମିଶ୍ର ପର୍ଯ୍ୟବେକ୍ଷଣରେ ବିଭିନ୍ନ କେନ୍ଦ୍ର ଭ୍ରମଣ କରି ସ୍ଥିତି ପରଖିଥିଲେ । ସାଧାରଣ!-->…
Read More...
Read More...