ଜାଡରେ ଥରୁଛି ଘୁ.ଉଦୟଗିରି
ଘୁ ଉଦୟଗିରି: ଚଳିତ ବର୍ଷ ଘୁ.ଉଦୟଗିରିରେ ଶୀତର ପ୍ରକୋପ ଦେଖୁବାକୁ ମିଳିଛି । ତିନି ଦିନ ଭିତରେ ତାପମାତ୍ରା ଖସିବାରେ ଲାଗିଛି । ଆଜି ଘୁ.ଉଦୟଗିରିରେ ତାପମାତ୍ରା ୫ଡିଗ୍ରୀରେ ପହଁଚିଥିବା ବେଳେ ଗ୍ରାମାଞ୍ଚଳରେ ପ୍ରବଳ ଶୀତ ଅନୁଭବ ହେଉଛି । ଏହି ଅଂଚଳରେ ଗତକାଲିଠାରୁ ହାଡ଼ଭଙ୍ଗା ଶୀତ ଅନୁଭବ!-->…
Read More...
Read More...