Monthly Archives

April 2020

ଭଦ୍ରକ, ବାଲେଶ୍ୱର ଓ ଯାଜପୁର ସଟଡାଉନ ଘୋଷଣା

ଭୁବନେଶ୍ୱର :ଆଜି ରାତ୍ରି 10ଘଣ୍ଟାରୁ ଆସନ୍ତା 26ତାରିଖ ସକାଳ 10ଟା ପର୍ଯନ୍ତ 60ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର I ଭୁବନେଶ୍ୱର ସଟଡାଉନର ସଫଳତା ଏଠାରେ ପରୀକ୍ଷଣ କରାଯିବ ବୋଲି କହିଛନ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି I ଏହି ଜିଲ୍ଲାର ଜନ ସାଧାରଣ ସଟଡାଉନ ସମୟରେ ଘରୁ ନ
Read More...

ସୁଧୁରୁନି କରୋନା ସ୍ଥିତି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ପୂର୍ବଭଳି ଗମ୍ଭୀର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୭୩ଟି ନୂଆ ମାମଲା ଆସିଛି । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୨୧,୩୯୩ରେ ପହଞ୍ଚିଛି । ସେହିପରି, ଗୋଟିଏ ଦିନରେ ଆଉ ୩୯ଜଣଙ୍କର ମୃତ୍ୟୁ ଘଟିବା ପରେ କରୋନା ମୃତ୍ୟୁସଂଖ୍ୟା ୬୮୧କୁ ବୃଦ୍ଧି
Read More...

ଲକଡାଉନର ଅର୍ଥ ଏହିଭଳି ଭାବେ ବୁଝିଲେ ଗ୍ରାମବାସୀ : ଘରେ ତାଲା ପକାଇ ବିଲରେ ରହୁଛନ୍ତି

ହାଇଦ୍ରାବାଦ : ତେଲେଙ୍ଗାନା ରାଜ୍ୟର ତେଲେଙ୍ଗାନା ଜିଲ୍ଲା ଅନ୍ତର୍ଗତ କାମାରେଡ୍ଡି ନାମକ ଏକ ଗାଁରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଲକଡାଉନର ଅର୍ଥକୁ ଗାଁ ଲୋକେ କିଭଳି ଭାବେ ବୁଝିଛନ୍ତି ତାହା ଏହି ଦୃଶ୍ୟ ଦେଖିଲେ ଜାଣିହେବ । ଜାରି ହୋଇଥିବା କଟକଣାକୁ ଲକଡାଉନ ବା ତାଲାବନ୍ଦ
Read More...

କୋଭିଡ ହସ୍ପିଟାଲକୁ ମୋବାଇଲ ମନା

କୋଲକତା : କରୋନା ସଂକ୍ରମଣ ରୋକିବା ପାଇଁ ଏବଂ ଚିକିତ୍ସା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଦେଶରେ ଅଧିକ ସଂଖ୍ୟାରେ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଉଛି । ତେବେ ଏହି ହସ୍ପିଟାଲଗୁଡିକରେ କ'ଣ ଘଟୁଛି ତାହା ବାହାରକୁ ଚାଲିଯାଉଛି । ଏଥିପାଇଁ ମୋବାଇଲ ଫୋନକୁ ଦାୟୀ କରାଯାଉଛି ।
Read More...

ଭାରତ ବିରୋଧରେ ପାକିସ୍ତାନର ସାଇବର ଯୁଦ୍ଧ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ଆତଙ୍କ ଲାଗି ରହିଛି । ଏହାର ମୁକାବିଲା ପାଇଁ ପ୍ରଭାବିତ ଦେଶଗୁଡ଼ିକ ଅହରହ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଭିନ୍ନ କାର୍ଯ୍ୟରେ ଲିପ୍ତ ରହିଛି । କରୋନା ମୁକାବିଲା ଚିନ୍ତା ଛାଡ଼ି ଏହା ଭାରତରେ ଅସ୍ଥିରତା ଓ ଉତ୍ତେଜନା ସୃଷ୍ଟି
Read More...

ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବନି

ନୂଆଦିଲ୍ଲୀ : କରୋନା ଯୋଗୁଁ ଗୁରୁତର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସରକାର କେତେକ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏହିକ୍ରମରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀମାନଙ୍କ ପାଇଁ ଘୋଷଣା ହୋଇଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ ଆଜି ରୋକ୍
Read More...

ଗଛ ଉପରେ କ୍ୱାରେଣ୍ଟାଇନରେ ରହିଲେ ଯୁବକ, ମେଡିକାଲ ଟିମ୍ ପ୍ରତିଦିନ ଆସି ଚେକଅପ୍ କରୁଛନ୍ତି

କରୋନା ଭାଇରସକୁ ନେଇ ଏବେ ସହରଠାରୁ ଗାଁ ସବୁଠି ଭୟର ବାତାବାରଣ । ଏହି ସମୟରେ ଏବେ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ରାଜସ୍ଥାନର ଭୀଳବାଡି ଜିଲ୍ଲାର ଶେରପୁର ଗ୍ରାମର ନିବାସୀ ୨୪ ବର୍ଷିୟ ଯୁବକ କମଲେଶ ମୀଣା ୪ ଦିନ ପୂର୍ବରୁ ଅଜମେରରୁ ଚାଲିଚାଲି ଚାନି ନିଜ
Read More...

ଚଳିତ ମାସ ଶେଷ ସୁଦ୍ଧା ଦିନକୁ ୩ ହଜାର ନମୁନା ଟେଷ୍ଟ

ଭୁବନେଶ୍ୱର: ରାପିଡ୍ ଟେଷ୍ଟ କିଟ୍‌ରେ ତୃଟି ଦେଖାଯିବା ପରେ ତାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଥିଲେ ମଧ୍ୟ ତୃଟି ସୁଧାରି ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ଦିନକୁ ତିନି ହଜାର ନମୁନା ଟେଷ୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ମୁକାବିଲା ପାଇଁ ଏ ନେଇ ରାଜ୍ୟ ସରକାରଙ୍କ
Read More...

ପୁଣି ଆଉ ୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,: ଗୁରୁବାର ରାଜ୍ୟରେ ପୁଣି ଆଉ ଚାରୋଟି ନୂଆ ପଜିଟିଭ୍ ସାମ୍ନାକୁ ଆସିଛି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ନୂଆ ଚାରୋଟି ପଜିଟିଭ୍ ଯାଜପୁର ଜିଲ୍ଳାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି । ଫଳରେ
Read More...

୩ ଜିଲ୍ଲାର କୋଭିଡ୍ ହସ୍ପିଟାଲ ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର ଓ ୫-ଟି ସଚିବ

ଭୁବନେଶ୍ୱର : ଗୁରୁବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ନବରଙ୍ଗପୁର, ଜୟପୁର ଓ ମାଲକାନଗିରି ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେମାନେ ପ୍ରତି କୋଭିଡ୍
Read More...