Monthly Archives

April 2020

ଢେଙ୍କାନାଳ ଜିଲ୍ଲା ରେଡକ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସହାୟତା

ଢେଙ୍କାନାଳ:- କୋଭିଡ-୧୯ ଭଳି ମହାମାରୀକୁ ପ୍ରତିହତ କରିବାପାଇଁ ସାରାରାଜ୍ୟରେ ବିଭିନ୍ନ ବେସରକାରୀ ସଙ୍ଗଠନ, ଧାର୍ମିକ ଅନୁଷ୍ଠାନ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ମା ରାମଚଣ୍ଡି ସେବା ପରିଷଦ ତରଫରୁ ସଭାପତି ତଥା ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ଆଜି
Read More...

ଲକଡାଉନ : ୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ପ୍ରକୋପ ଓ ଲକଡାଉନ ସ୍ଥିତି ସଂପର୍କରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ପ୍ରଧାନମନ୍ତ୍ରୀ ଆସନ୍ତା ୨୭ ତାରିଖ ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଏହି ଅବସରରେ
Read More...

ବିର୍ସା ମୁଣ୍ଡା ଅଟୋସଂଘ ପକ୍ଷରୁ ରକ୍ତଦାନ ସହ ମାସ୍କ, ସାବୁନ୍ ଓ ଖାଦ୍ୟ ବଣ୍ଟନ।

ରାଇକିଆ: କରୋନା ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ବିର୍ସା ମୁଣ୍ଡା ଅଟୋ ସଂଘର ସଦସ୍ୟ। କନ୍ଧମାଳ ଜିଲ୍ଲା ପୁଲିସର ନିର୍ଦ୍ଦେଶ କ୍ରମେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଜିଲ୍ଲାରେ ରକ୍ତର ଅଭାବ ଦେଖା ଯାଇଥିବା
Read More...

କରୋନା ପ୍ରତିରୋଧକ ମାସ୍କ ଓ ସାନିଟାଇଜର ବଣ୍ଟନ

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କରୋନା ଏବେ ସମଗ୍ର ବିଶ୍ଵରେ ମହାମାରୀ ର ଭୂମିକା ନେଇଛି । ଏଥିପାଇଁ ଆମ ଦେଶ ଓ ରାଜ୍ୟ ମଧ୍ୟ ସଜାଗ ରହି ନିଷ୍ଠାର ସହ ସାମାଜିକ ଦୁରତ୍ଵ ରକ୍ଷା କରିବା କ୍ଷେତ୍ରରେ ଲକ୍ ଡାଉନ୍ ଜନିତ ପ୍ରତିବନ୍ଧକ ସମୟରେ ଖାଦ୍ୟ ଗଣ୍ଡିଏ ନ ପାଇ ଭୋକ ଉପାସ ରେ କାଳ କାଟୁଥିବା ଦିନ
Read More...

ମସଜିଦ ପାଲଟିଲା ସୁପର ମାର୍କେଟ

ଇସ୍ତାନବୁଲ୍: ତୁର୍କୀରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଅନେକଙ୍କୁ ଚକ୍କିତ କରିଛି । ଇସ୍ତାନବୁଲ୍ଠାରେ ଥିବା ଏକ ମସଜିଦ ଏବେ ସୁପର ମାର୍କେଟରେ ପରିଣତ ହୋଇଛି । ଏଠାରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମିଳିପାରୁଛି । ପାସ୍ତାଠାରୁ ଆରମ୍ଭ କରି ପାଣି ବୋତଲ, ବିସ୍କୁଟ ଭଳି
Read More...

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳୁ ୩ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନ ଆଉ ଜଣେ ଚିହ୍ନଟ ହୋଇଛନ୍ତି । ସେ ଯାଜପୁର ଜିଲ୍ଲାର ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଏହି କରୋନା ପଜିଟିଭ
Read More...

୬୧୯ ବିଦେଶୀ ନାଗରିକ ଗିରଫ

ପ୍ରୟାଗରାଜ : ଭାରତରେ ବେଆଇନ୍ ଭାବେ ରହୁଥିବା ପାଖାପାଖି ୬୧୯ ଜଣ ବିଦେଶୀ ନାଗରିକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ସାରିଲାଣି । ଆଇପିସି, ସଂକ୍ରାମକ ରୋଗ ନିୟନ୍ତ୍ରଣ ଆଇନ, ବିଦେଶୀ ଆଇନ ଉଲ୍ଲଙ୍ଘନ ଘଟଣାରେ ଗତକାଲି ୧୬ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଭିସା
Read More...

ପ୍ରତ୍ୟାହୃତ ହେଲା ଡାକ୍ତରଙ୍କ ଆନେ୍ଦାଳନ

ନୂଆଦିଲ୍ଲୀ : ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦରେ ଭାରତୀୟ ଡାକ୍ତର ସଂଘ ଆଜି ପ୍ରତିକାତ୍ମକ ଆନେ୍ଦାଳନ ଡାକରା ଦେଇଥିଲା । ତେବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ସଂଘ ଆନେ୍ଦାଳନରୁ ଆଜି ଓହରି ଆସିଛି । ଫଳରେ ଦେଶ ଏକ
Read More...

ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

ସମ୍ବଲପୁର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ମଧ୍ୟାହ୍ନ ୧.୩୫ଟା ସମୟରେ ସମ୍ବଲପୁର କୋଭିଡ ହସ୍ପିଟାଲ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହାର ଅଧଘଣ୍ଟା ପରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହାର
Read More...

ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଗଣିବେ ୨ଲକ୍ଷ , ୭ ବର୍ଷ ଜେଲ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସଂକ୍ରମଣ ବିରୋଧରେ ଆଗଧାଡ଼ିରେ ରହି ଜୀବନକୁ ବାଜି ଲଗାଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାର୍ଯ୍ୟ କରୁଛନ୍ତି । ଏହାକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ସେମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ମଧ୍ୟ ଦିଆଯାଉଛି । ତେବେ ସରକାରଙ୍କ ବାରମ୍ବାର ତାଗିଦ୍
Read More...