Monthly Archives

April 2020

ବାର୍ଥ ଡେ’ ସ୍ପେଶାଲ : ଧୋନୀଙ୍କ ଶେଷ ଟେଷ୍ଟ ମ୍ୟାଚରେ କରିଥିଲେ ଡେବ୍ୟୁ, ଜାଣନ୍ତୁ ରାହୁଲଙ୍କ କେତେକ ରେକର୍ଡ…

ନୂଆଦିଲ୍ଲୀ : ଭାରତର ଷ୍ଟାଇଲିଷ୍ଟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଆଜି ନିଜର ୨୮ତମ ଜନ୍ମ ପାଳନ କରୁଛନ୍ତି । ରାହୁଲଙ୍କ ଜନ୍ମ ୧୮ ଅପ୍ରେଲ ୧୯୯୨ରେ ମେଙ୍ଗାଲୁରୁରେ ହୋଇଥିଲା । ରାହୁଲଙ୍କ କ୍ରିକେଟର କ୍ୟାରଅର ଉତ୍ଥାନ ପତ୍ତନ ଦେଇ ଗତି କରୁଛି . ରାହୁଲ ୨୦୧୪ ଟେଷ୍ଟ ପଦାର୍ପଣ କରିଥିଲେ । କିନ୍ତୁ
Read More...

୮୦ ବର୍ଷୀୟ ଶିକ୍ଷକ ରିଲିଫ ପାଣ୍ଠିକୁ ଦେଲେ ୨୩ ହଜାର ଟଙ୍କା

ସମ୍ବଲପୁର :ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିବା ରଘୁନାଥ ପୂଝାରୀ (୮୦) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୩ ହଜାର ଟଙ୍କା ଦାନ କରିଛନ୍ତି । ସେ ନିଜ ପ୍ରାପ୍ତ ପେନସନରୁ ଏହି ରାଶି ଏକ ଚେକ ରୂପେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି ।
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼ : କରୋନା ଭୁତାଣୁ ଜନିତ ରୋଗ ସାରା ବିଶ୍ବ କୁ ଆତଙ୍କିତ କରୁଛି ।କରୋନା ମହାମାରୀ ରାକ୍ଷସ କୁ ପରାସ୍ତ କରିବାର ଅମୋଘ ଅସ୍ତ୍ର ହିଁ ମାସ୍କ ତା ସହିତ ସାମାଜିକ ଦୂରତା , ସଫାସୁତୁରା ଏବଂ ଘରେ ରହିବା ,।ଘରୁ ବାହାରକୁ ବାହାରିଲେ ମୁହଁ ରେ ମାସ୍କ କିମ୍ବା ଓଢଣି , ରୁମାଲ , ଗାମୁଛା ,
Read More...

ବଲାଙ୍ଗିର, ବରଗଡ, ସୋନପୁର ଓ କନ୍ଧମାଳ ଗସ୍ତରେ ମୁଖ୍ୟ ଶାସନସଚିବ ଓ ୫-ଟି ସଚିବ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ହଠାତ୍ ପଶ୍ଚିମ ଓଡିଶାର ବଲାଙ୍ଗୀର, ବରଗଡ, ସୋନପୁର ଓ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ସେମାନେ ପ୍ରଥମେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପରେ ଅନ୍ୟ ନିର୍ଦ୍ଧାରିତ ଜିଲ୍ଲାଗୁଡିକୁ ଗସ୍ତ କରି ସେଠାରେ
Read More...

ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ମାସ୍କ ସାନିଟାଇଜର ବଣ୍ଟନ

ଗଜପତି ଜିଲ୍ଲାରେ ବିଜେଡି ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଗଜପତି ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ସହରର ଦୈନିକ ବଜାର ଛକ ଠାରେ ଥିବା ପନିପରିବା ଓ ଗ୍ରସରି ଦୋକାନ ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ।ପରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 23ତମ ଶ୍ର।ଦ୍ଧ ଦିବସ ନିରାଡ଼ମ୍ବରରେ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହାଇସ୍କୁଲଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲା ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ପୁଷ୍ପ ମାଲ୍ୟାର୍ପଣ କରି ବିଜୁବାବୁଙ୍କର ଶୃତିଚାରଣ କରି
Read More...

ଢେଙ୍କାନାଳ ଯୁବ ବିଜେଡିର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨ଲକ୍ଷ ୬ହଜାର ଟଙ୍କା ସହାୟତା ପ୍ରଦାନ

ଢେଙ୍କାନାଳ : ମହାନ ଜନନାୟକ, ପ୍ରବାଦ ପୁରୁଷ, ଆଧୁନିକ ଓଡିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ
Read More...

ପାରାଦ୍ୱୀପ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ୫-ଟି ସଚିବ

ପାରାଦ୍ୱୀପ : ଆଜି ଦିବା ୧୨ ଘଟିକା ସମୟରେ ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲର ଭିତ୍ତିଭୂମି ପରିଦର୍ଶନ ପାଇଁ ପାରାଦ୍ୱୀପ ସ୍ଥିତ ବିଜୁ ଯାତ୍ରୀନିବାସରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ପହଞ୍ଚିବା ସହ କୋଭିଡ-୧୯
Read More...

ଦାୟିତ୍ୱରେ ଅବହେଳା : ୨ ଏଏସ୍‌ଆଇ ନିଲମ୍ବିତ

ବୌଦ୍ଧ : କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗର ଦୁଇଜଣ ଆସିଷ୍ଟାଣ୍ଟ ସବ୍‌ଇନିସପେକ୍ଟରଙ୍କୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିଲମ୍ବନ କରିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଅବକାରୀ ଆସିଷ୍ଟାଣ୍ଟ ସବଇନିସପେକ୍ଟର କିଶୋର ଚନ୍ଦ୍ର ନାଏକଙ୍କୁ ମନମୁଣ୍ଡା ଥାନାରେ
Read More...

ଶ୍ରୀଲଙ୍କାରେ ହୋଇପାରେ ଆଇପିଏଲ

ମୁମ୍ବାଇ: ଭାରତରେ ଏବର୍ଷର ଆଇପିଏଲ ଟୁର୍ନାମେଣ୍ଟ ସ୍ଥଗିତ ରହିଛି । ଟୁର୍ନାମେଣ୍ଟ କେବେ ହେବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏଭଳି ସ୍ଥିତିରେ ଶ୍ରୀଲଙ୍କା ତା\'ନିଜ ଦେଶରେ ଆଇପିଏଲ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଭାପତି ସମ୍ମି ସିଲଭା
Read More...