Monthly Archives

April 2020

ଏଠାରେ କୁଆଁରୀ ଝିଅଙ୍କୁ ବିବାହ ମନା

ପ୍ରଶାନ୍ତ ମହାସାଗରର ଅନ୍ୟତମ ଦ୍ୱୀପ ଦେଶ ହେଉଛି ଗୁଆମ୍ । ଯୁକ୍ତ ରାଷ୍ଟ୍ର ଆମେରିକା ଅଧିକ ସ୍ୱତନ୍ତ୍ର ଶାସିତ ଅଂଚଳ ଭାବେ ପରିଗଣିତ ଏହି ରାଷ୍ଟ୍ରରେ ଥିବା ଜନଜାତିଙ୍କର ଏକ ଅଜବ ପରଂପରା ରହିଛି । ଏଠି କୁମାରୀତ୍ୱ ହରାଇନଥିବା ଯୁବତୀଙ୍କୁ ବିବାହ କରାଇବା କଷ୍ଟକର ହୋଇପଡେ । କୁଆଁରୀ ଝିଅକୁ
Read More...

ଦାରିଙ୍ଗବାଡ଼ିରେ ଆରମ୍ଭ ହେଲା ଜରୁରୀକାଳୀନ ଅଟୋ ସେବା

ଦାରିଙ୍ଗବାଡ଼ି:କରୋନା ପାଇଁ ସାରା ରାଜ୍ୟରେ ଲଡାଉନ ଜାରି । କରାଯାଇଥିବା ଯୋଗୁଁ ଦାରିଙ୍ଗବାଡ଼ି ଅଂଚଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହା ଫଳରେ ମୁଖ୍ୟତଃ ଦାରିଙ୍ଗବାଡ଼ିର ବିଭିନ୍ନ ଦୁର୍ଗମ ଗ୍ରାମାଂଚଳରେ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବାରେ
Read More...

ସେବାର ଉତ୍କୃଷ୍ଟ ମାନଦଣ୍ଡ କ’ଣ ? ଏ ସମୟର ସଦୁପଯୋଗ ପାଇଁ ଆଗେଇ ଆସନ୍ତୁ । 5T ସଚିବ ପାଣ୍ଡିଆନଙ୍କ କ’ଣ…

ଭାରତର ସଶକ୍ତ ଜିଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ ।
Read More...

ପୁଅ ବୋହୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ନିଜର ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ଭଦ୍ରକ: ମହାମରୀ କରୋନା କୁ ନେଇ ସାରା ଭାରତ ସମେତ ଓଡ଼ିଶା ଲକ୍‌ଡାଉନ୍ ରହିଥିବା ବେଳେ ଘରର ବୟସ୍କ ଲୋକଙ୍କୁ ଉପଯୁକ୍ତ ଯତ୍ନ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ଘୋଷଣା କରିଛନ୍ତି । ଏପରିସ୍ଥଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଜଳଙ୍ଗା ଗ୍ରାମର
Read More...

ଏଣିକି ଛେପ ପକାଇଲେ ଫାଇନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ଅଧିକରୁ ଅଧିକ ବ୍ୟାପୁଥିବାରୁ ତାହାକୁ ରୋକିବା ପାଇଁ କେନ୍ଦ୍ର ସରକାର କେତେକ କଡା ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁସାରେ ଏଣିକି ସାର୍ବଜନିନ ସ୍ଥାନରେ ଛେପ ପକାଇଲେ ମାମଲା ରୁଜୁ ହେବ । ଏବଂ ଫାଇନ ଆଦାୟ କରାଯିବ । ଏହା ସାରା ଦେଶରେ ଲାଗୁ
Read More...

ଜେଲ ଗଲେ ୧୭ ବିଦେଶୀ ନାଗରିକ

ପାଟନା : ବିହାରରେ କୋରନା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସଂକ୍ରମଣ ଯେପରି ଅନ୍ୟ ଅଂଚଳଗୁଡିକ ନବ୍ୟାପିବ ସେଥିପାଇଁ ବିଦେଶରୁ ଆସି ଏହି ରାଜ୍ୟରେ ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ସେମାନଙ୍କର ଚିହ୍ନଟ
Read More...

କରୋନା ସତ୍ତ୍ୱେ ଖେଳାଯିବ ଏସିଆନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣରେ ଅସଂଖ୍ୟ ବ୍ୟକ୍ତି ପ୍ରାଣ ହରାଉଥିବାରୁ ସମସ୍ତ ପ୍ରକାର କ୍ରୀଡା କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଏଭଳି ସ୍ଥିତିରେ କିନ୍ତୁ ଏସିଆନ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ ବୋଲି ଏସିଆନ ଫୁଟବଲ କନ୍
Read More...

ଖେଳ ଦେଖିପାରୁନଥିବାରୁ ଟ୍ରମ୍ପ ଭୀଷଣ ଅତିଷ୍ଠ

ୱାଂଶିଟନ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଅନ୍ୟାନ୍ୟ ଦେଶ ଭଳି ଆମେରିକାରେ ମଧ୍ୟ ସବୁ କ୍ରୀଡା କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଆମେରିକାରେ ବିଶେଷତଃ ବେସ ବଲ୍ ପ୍ରତିଯୋଗିତା ଅଧିକ ଲୋକପ୍ରିୟ । ଏହି ପ୍ରତିଯୋଗିତାକୁ ଦେଶର ବହୁ ବଡବଡ ନେତା ଓ ମନ୍ତ୍ରୀଙ୍କ ପରି ରାଷ୍ଟ୍ରପତି
Read More...

ଯୁବ କ୍ରିକେଟରଙ୍କୁ ଭଲ ଗୁରୁ ଆବଶ୍ୟକ: ରାଇନା

ନୂଆଦିଲ୍ଲୀ: ଭାରତରେ ବହୁ ପ୍ରତିଭା ସଂପନ୍ନ ଯୁବ କ୍ରିକେଟର ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ଏବେବି ଜାତୀୟ ଦଳ ପାଇଁ ଖେଳୁଛନ୍ତି । ସେମାନଙ୍କୁ ଭଲ ଗୁରୁ ଓ ଉପଯୁକ୍ତ ଦିଗଦର୍ଶନ ମିଳିଲେ ସେମାନେ ଜଣେ ଜଣେ ନିର୍ଭରଯୋଗ୍ୟ ଓ ମହାନ କ୍ରିକେଟର ଭାବେ ଉଭା ହୋଇପାରିବେ ବୋଲି କ୍ରିକେଟର
Read More...

ଖର୍ଚ୍ଚ ହେଲାଣି ୧୫ ଲକ୍ଷ, ତଥାପି ଜହ୍ନାପଙ୍କ ଗ୍ରାମବାସୀ ତୃଷାର୍ତ୍ତ

ଜହ୍ନାପଙ୍କ : ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ପାନୀୟ ଜଳ ପ୍ରକଳ୍ପ କାଗଜକଲମରେ ଠିକ୍‌ଠାକ୍ ଚାଲିଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥବବା ସାଧାରଣରେ
Read More...