Monthly Archives

November 2020

ଉଜୁଡି ଯାଉଛି ଗ୍ରାମ୍ୟ ଜଙ୍ଗଲ, ବନ ସୁରକ୍ଷା ପାଇଁ ଦାବି !

ବୌଦ୍ଧ,୨୭/୧୧ - ବୌଦ୍ଧବ୍ଲକ୍‌ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଶଗଡା ଗ୍ରାମ ପଞ୍ଚାୟତ ଶରଧାପାଲି ଗ୍ରାମ ଜଙ୍ଗଲ ଦିନକୁଦିନ କ୍ଷୟ ହେଉଥିବା ବେଳେ ବନ ବିଭାଗ ନିଦାବିଷ୍ଣୁ ପାଲଟିଛି । ପ୍ରାୟ ୩୦ ବର୍ଷ ହେଲା ଗ୍ରାମବାସୀ ଉକ୍ତ ଜଙ୍ଗଲକୁ ସୁରକ୍ଷା ଦେଇଥିଲେ । ବହୁ ମୂଲ୍ୟବାନ୍‌ ଗଛ ଯଥା ଶାଳ,…
Read More...

୪ ବର୍ଷ ପରେବି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ବି.ଏସ.ଏନ. ଏଲ. ଟାୱାର

ବୌଦ୍ଧ,୨୭/୧୧ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ଗ୍ରାମ ଠାରେ ଚାରିବର୍ଷ ହେଲା ଉପାନ୍ତ ଅଞ୍ଚଳରେ ସଞ୍ଚାର ବ୍ୟବସ୍ଥା ଯୋଗାଇ ଦେବାପାଇଁ ଗୋଟିଏ ବି.ଏସ.ଏନ.ଏଲ. ଟାୱାର ସ୍ଥାପନ କରାଯାଇଥିଲା । ଇତିମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ଟାୱାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ…
Read More...

ଜବରଦଖଲରେ ଯାତ୍ରୀ ବିଶ୍ରାମଗାର

ବୌଦ୍ଧ/ଜହ୍ନାପଙ୍କ,୨୬/୧୧ - ବୌଦ୍ଧ ବଲାଙ୍ଗିର ଜାତୀୟ ରାଜପଥ 57 ର ସାହାଜପାଲ ରାସ୍ତା କଡରେ ଥିବା ଯାତ୍ରୀ ବିଶ୍ରାମଗାର ଜବରଦଖଲ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 2018 ମସିହାରେ ପଞ୍ଚାୟତ ପକ୍ଷରୁ ଏଠାରେ ଦୀର୍ଘ 10 ବର୍ଷ ତଳେ ନିର୍ମାଣ କରାଯାଇଥିବା…
Read More...

ଯାତ୍ରୀ ବିଶ୍ରାମାଗାର ପୁନଃରୁଦ୍ଧାର ଦାବି

ବୌଦ୍ଧ/ଜହ୍ନାପଙ୍କ ,୨୬/୨୧- ବୌଦ୍ଧ ବଲାଙ୍ଗିର ଜାତୀୟ ରାଜପଥ 57 ର ସାହାଜପାଲ ରାସ୍ତା କଡରେ ଥିବା ଯାତ୍ରୀ ବିଶ୍ରାମଗାର ଜବରଦଖଲ ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 2018 ମସିହାରେ ପଞ୍ଚାୟତ ପକ୍ଷରୁ ଏଠାରେ ଦୀର୍ଘ 10 ବର୍ଷ ତଳେ ନିର୍ମାଣ କରାଯାଇଥିବା…
Read More...

ବିଡ଼ିଓଙ୍କ ବଦଳି ଦାବିରେ ୨୩ଦିନରେ ପହଞ୍ଚିଲା ଜନପ୍ରତିନିଧିଙ୍କ ଧାରଣା ପ୍ରଶାସନର ନିଘା ନାହିଁ କାର୍ଯ୍ୟାଳୟର ମୁଖ୍ୟ…

ବାଲିଗୁଡ଼ା,୨୬/୧୧ : ଯୋର୍‌ ଧରିଲା ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବରଙ୍କ ବଦଳି ଦାବୀ । ବିଡ଼ିଓଙ୍କ ବଦଳି ଦାବିରେ ଗତ ୩ ତାରିଖରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଜନ ପ୍ରତିନିଧି । ଆଜକୁ ୨୩ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ୍‌ର ପ୍ରଭାବ, ଜୀବନଯାତ୍ରା ଠପ୍‌

ସୋନପୁର,୨୬/୧୧- କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନରେ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ବେଶ ଅନୁଭୂତ ହୋଇଛି । ଏଥିପାଇଁ ସମସ୍ତ ଗାଡିମୋଟର ଚଳାଚଳ ,ଦୋକାନ ବଜାର, ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ,ସମସ୍ତ ବ୍ୟାଙ୍କ, ପୋଷ୍ଟ୍‌ ଅଫିସ…
Read More...

ସମ୍ବଲପୁର ଜିଲ୍ଲାରେ ଆଜି ନୂଆ ୧୫ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଗତ କିଛି ଦିନ ହେଲା ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ କ୍ରମଶଃ ପଶମିତ ହେବା ଦେଖାଯାଉଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଏହି ଜିଲ୍ଲାରେ ମୋଟ ୧୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ…
Read More...

ସମ୍ବଲପୁରରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ସମ୍ବଲପୁର:ବିଭିନ୍ନ ଟ୍ରେଡ ୟୁନିୟନ ସଂଗଠନ ପକ୍ଷରୁ ଆଜିର ଆୟୋଜିତ ଭାରତ ବନ୍ଦର ଏଠାରେ ଆଂଶିକ ପ୍ରଭାବ ଦେଖାଯାଇଛି । ସମସ୍ତ ମୁଖ୍ୟ ବଜାର ବନ୍ଦ ରଖାଯାଇଥିଲେ ମଧ୍ୟ ଛୋଟ ଦୋକାନୀ ଓ ରାସ୍ତା କଡରେ କିଣାବିକା ଅବ୍ୟାହତ ରହିଛି । ସମସ୍ତ ସଂଗଠିତ ବଜାର ଗୁଡିକ ପୁରାପୁରି ବନ୍ଦ ରହିଛି କିନ୍ତୁ…
Read More...

ବୌଦ୍ଧ: ଆଜି ଜିଲ୍ଲାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୬/୧୧- ଆଜି ବୌଦ୍ଧଜିଲ୍ଲାରେ ଦୁଇ ଜଣ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୭୩୧ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୬୮୭ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୩୩ ଜଣ…
Read More...

ରାଜ୍ୟରେ ପୁଣି ୬୪୪ କରୋନା ପଜିଟିଭ ଚିହ୍ନଟ, ୧୭ମୃତ

ଭୁବନେଶ୍ୱର ୨୬ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୬୬୪୫ରେ ପହଞ୍ଚିଛି ।…
Read More...