Yearly Archives

2020

ରାଜସ୍ଥାନର କୋଟାରୁ ଫେରୁଛନ୍ତି ଛାତ୍ରଛାତ୍ରୀ

ରାଉରକେଲା : ରାଜସ୍ଥାନର କୋଟାରେ ପାଠ ପଢିବାକୁ ଯାଇଥିବା ରାଉରକେଲାର 116 ଜଣ ଛାତ୍ରଛାତ୍ରୀ ଗୁରୁବାର ଦିନ ବସ ଯୋଗେ କୋଟାରୁ ରାଉରକେଲା ଅଭିମୁଖେ ବାହାରିଛନ୍ତି । କୋଟାର ଲ୍ୟାଣ୍ଡ ମାର୍କ ସିଟିରୁ ଚାରୋଟି ବସରେ ଛାତ୍ରଛାତ୍ରୀ ମାନେ ବାହାରିଛନ୍ତି । ସେମାନେ ବସରେ ଚଢିବା ପୂର୍ବରୁ
Read More...

ଭାଜପା ତରଫରୁ ରକ୍ତଦାନ ଶିବିର : ୩୫ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ଏକ ତ୍ୱରିତ ରକ୍ତ ସଂକଳନ ଅଭିଯାନକ୍ରମେ ଆଜି ସମ୍ବଲପୁରରେ ମାତ୍ର ୨ଘଣ୍ଟାରେ ୩୫ ୟୁନିଟ ରକ୍ତସଂଗ୍ରହ କରାଯାଇଛି । ବର୍ତ୍ତମାନ କରୋନା ସଙ୍କଟ ସମୟରେ ପ୍ରତ୍ୟେକ ହସ୍ପିଟାଲରେ ରକ୍ତର ଚାହିଦା ରହିଥିବାରୁ ଏହାବହୁତ ମୂଲ୍ୟବାନ ପ୍ରମାଣିତ ହେବ । ଆଜିସକାଳ ୮ଟାରେ ଏଠାକାର ଭାରତୀୟ ଜନତା
Read More...

୭୦ ଲିଟର ମହୁଲି ମଦ ସହ ମଦରନ୍ଧା ସାମଗ୍ରୀ ଓ ୯୦ କେଜି ମହୁଲପୋଚ ଜବତ

ଦେବଗଡ଼: ଜିଲାରେ କରୋନା ଲକ୍‌ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାବେଳେ ଏହାର ସୁଯୋଗ ନେଇ ଚୋରା ମଦ କାରବାରକୁ ରୋକିବା ନେଇ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ
Read More...

କରୋନା ମୁକାବିଲା ପାଇଁ ଦରମା ଟଙ୍କା ଦାନ କଲେ ବିଧାୟକ

ପାଟଣାଗଡ: ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜ ଦରମା ଟଙ୍କାରୁ ୧ଲକ୍ଷ ୫୦ ହଜାର ଟଙ୍କା ପାଟଣାଗଡ ଉପଜିଲ୍ଲାପାଳ ସୋମାନଥ ପ୍ରଧାନଙ୍କ ମଧ୍ୟମରେ ଚେକ୍ ଦ୍ୱାରା ପ୍ରଦାନ କରିଛନ୍ତି । ସେହିପରି ଘସିରାମ ଅଗ୍ରୱାଲ
Read More...

କ୍ରିକେଟ୍ ମହଲରୁ ଋିଷିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ଅଭିନେତା ଋିଷି କପୁରଙ୍କ ବିୟୋଗରେ କ୍ରିକେଟ୍ ଜଗତ ମଧ୍ୟ ସ୍ତବ୍ଧ ହୋଇପଡ଼ିଛି । ଭାରତୀୟ ଦଳର ବର୍ତ୍ତମାନ ଓ ପୂର୍ବତନ ଖେଳାଳିମାନେ ଋିଷିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ନିଜ ନିଜ ଟ୍ୱିଟ୍ ମାଧ୍ୟମରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା
Read More...

ପିଲାଙ୍କୁ ପଢ଼ାଇବେ କିପରି ?

ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ । କେଉଁ ସମୟରେ ବସି ପାଠ ପଢ଼ାଇଲେ ସୁବିଧା ହେବ ଏବଂ ପିଲାର କିଛି ଅସୁବିଧା ହେବ ନାହିଁ ସେ ବିଷୟରେ ପରିବାରର ଲୋକମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ସମୟ ବାହାର କରନ୍ତୁ । ପିଲାଙ୍କୁ ପଢ଼ାଇବା ବେଳେ ବାରମ୍ବାର ଉଠନ୍ତୁ
Read More...

ଭଦ୍ରକରେ ସ୍ଥିତି ନୀରିକ୍ଷଣ କଲା ଡ୍ରୋନ କ୍ୟାମେରା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ୩୨ ପଞ୍ଚାୟତ ସର୍ଭେଇଲାନ୍‌ସ ନୀରିକ୍ଷଣରେ ରହିଛି । ସଂପୃକ୍ତ ଅଞ୍ଚଳମାନଙ୍କର ସନ୍ଦିଗ୍ଧଙ୍କ ଗତିବିଧିକୁ ଜିଲ୍ଲା ପ୍ରଶାସନ ଡ୍ରୋନ କ୍ୟାମେରାରେ ନୀରିକ୍ଷଣ କରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ସୁପରଭାଇଜିଂ ଅଧିକାରୀ ଏହିସବୁ ଅଞ୍ଚଳ ଗସ୍ତ କରି ସ୍ଥିତି
Read More...

ପୁରୁଣାକଟକ ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ

ବୌଦ୍ଧ: ବୌଦ୍ଧଜିଲ୍ଲାର ପୁରୁଣାକଟକ ଠାରେ ବିରାଜିତା ଦେବୀ ମାଁ ଭୈରବୀ କରୁଣାମୟୀ ଜଗଜ୍ଜନନୀଙ୍କ ମହିମାର ପଟାନ୍ତର ନାହିଁ । ଭକ୍ତର ଆକୁଳ ଡାକକୁ କର୍ଣ୍ଣରେ ଶୁଣି ଅବହେଳା କରିପାରିନ୍ତି ନାହିଁ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଥିପାଇଁ ପ୍ରତିଦିନ ଅନେକ ମାଁଙ୍କ ଶରଣାପନ୍ନ ହେବାପାଇଁ
Read More...

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା
Read More...

ପରଲୋକରେ ବଲିଉଡ୍‌ ଅଭିନେତା ରିଷି କପୁର

ମୁମ୍ବାଇ,: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ବୁଧବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏଚ୍‌ଏନ୍‌
Read More...