ନୟାଗଡରେ ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ
ଭୁବନେଶ୍ୱର : ନୟାଗଡ ଜିଲ୍ଲାରେ ନୟାଗଡମଣି ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି । ରବିବାର ସେ ଦଳୀୟ କାର୍ଯ୍ୟାଳୟ ନିକଟରେ ସେ ସ୍ଥାନୀୟ ଜଣେ କୃଷକଙ୍କ ଜମିରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ବିଧିବ୍ୟବସ୍ଥା ମଧ୍ୟରେ ପୂଜାପାଠ!-->…
Read More...
Read More...