ନିଖୋଜ ବିଧବା ମହିଳା ନିର୍ମଳାଙ୍କ ସନ୍ଧାନ ମିଳିଲା : ୭୨ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ହାଡ କଙ୍କାଳ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଂଚାୟତ ଅନ୍ତର୍ଗତ ଗୋବରକୁଟୀ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପଦାକୁ ଆସିଛି । ଗୋବରକୁଟୀ ଗ୍ରାମ ନିକଟ ଏକ ଜଙ୍ଗଲରେ ମାଟିତଳେ ପୋତା ଯାଇଥିବା ଏକ ମରଶରୀରର ହାଡ କଙ୍କାଳ ଉଦ୍ଧାର କରିଛି ପୋଲିସ୍ । ସୂଚନା ପ୍ରକାରେ!-->…
Read More...
Read More...