Yearly Archives

2020

କୋହଲିଙ୍କୁ ମାତ୍ ଦେଇପାରିବେ ବାବର ଆଜମ୍‌

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ ରାଜା ତାଙ୍କର ଏକ ବିବୃତ୍ତିରେ ବିରାଟ କୋହଲି ଓ ପାକ୍ କ୍ରିକେଟର ବାବର ଆଜମଙ୍କ ସଂପର୍କରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ରମିଜ କହିଛନ୍ତି ଯେ, କୋହଲିଙ୍କୁ ମାତ୍ ଦେବା ପାଇଁ
Read More...

ପୂର୍ବରୁ ମାଓବାଦୀ ଥିଲେ ଏବେ ମାସ୍କ ତିଆରି କରୁଛନ୍ତି

ରାୟପୁର : ପୂର୍ବରୁ ମାଓବାଦୀ ସଂଗଠନରେ ରହି ଅନେକ ହିଂସା ଘଟଣାରେ ସଂପୃକ୍ତ ଥିଲେ । ଦୀର୍ଘବର୍ଷ ଧରି ନିର୍ଦ୍ଦିଷ୍ଟ ଅଂଚଳରେ ସଂଗଠନର ସଦସ୍ୟମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ଏବେ କିନ୍ତୁ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ସେ ହେଉଛନ୍ତି ଏମ୍‌.ଲଖା । ଛତିଶଗଡର ଭୀମପୁରମ୍
Read More...

ଅନ୍‌ଲାଇନ୍ କ୍ଲାସ ବେଳେ ଅଶ୍ଳୀଳ ଭିଡ଼ିଓ ପ୍ରଦର୍ଶନ

ଭୁବନେଶ୍ୱର : ଲକ୍‌ଡାଉନ୍ ପାଇଁ ରାଜ୍ୟର କେତେକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି । ତେବେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କର ଏହି ମହତ୍ୱାକାଂକ୍ଷୀ ଉଦ୍ଦେଶ୍ୟକୁ କେତେକ ଅସାଧୁ କର୍ମଚାରୀ ବା ଛାତ୍ରଛାତ୍ରୀ ଭଣ୍ଡୁର କରିଛନ୍ତି । ନିର୍ଦ୍ଦିଷ୍ଟ ଭାବରେ ଏକ
Read More...

ଜନଧନ ଆକାଉଣ୍ଟଧାରୀଙ୍କୁ ମାସ୍କ ବଣ୍ଟନ

ଭଦ୍ରକ : ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ନାଳଙ୍ଗ ବଜାରରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସାମ୍ନାରେ ଲାଗିଥିଲା ପ୍ରବଳ ଭିଡ । ସାମାଜିକ ଦୁରତା କୁ ଭୃକ୍ଷେପ ନକରି ଗହଳି ଲଗାଇଥିଲେ ମହିଳା ମାନେ ।ବ୍ୟାଙ୍କ ସମ୍ନାରେ ଏଭଳି ପରିସ୍ଥିତି ଦେଖି ଆଗକୁ ଆସିଥିଲେ ଯୁବକ ଅମରେଶ ନାୟକ ଓ ହିମାଂଶୁ ରାଉତ
Read More...

ଜୀବନକୁ ବାଜି ଲଗାଇ କରୋନା ସଚେତନତାର ବାର୍ତ୍ତା ଦେଉଛନ୍ତି ବରିଷ୍ଠ ନାଗରିକ କାଶୀ ମଉଷା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ୍ ଅନ୍ତର୍ଗତ ପାବୁରିଆ ଗ୍ରାମ ପଂଚାୟତର ବାସିନ୍ଦା କାଶିନାଥ ଦଳବେହେରା । ବୟସ ୮୦ରୁ ଉର୍ଦ୍ଧ୍ୱ । ଏହି ବରିଷ୍ଠ ନାଗରିକଙ୍କ ମନରେ ଏବେ କରୋନା ଭୂତାଣୁ ନେଇ ଭୟ ପଶିଛି । ଜନସାଧାରଣ ଯେମିତି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ନହୋଇ ସୁଖରେ ଜୀବନ
Read More...

କୋରୋନା ମୁକାବିଲା ସମୟରେ ବୁଲା ଗାଈଗୋରୁଙ୍କୁ ଦାନା ଯୋଗାଇଲା ଫିରିଙ୍ଗିଆ ବ୍ଲକ୍

ଫୁଲବାଣୀ : କୋରୋନା ଭୂତାଣୁର ମୁକାବିଲା ପାଇଁ ଗ୍ରାମାଂଚଳଠାରୁ ସହରାଂଚଳରେ ଜନଜୀବନ ଠପ୍ ହୋଇଯାଇଥିବା ବେଳେ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଏଥିଯୋଗୁଁ ରାସ୍ତାରେ ବୁଲି ବୁଲି ଜୀବନ ବଂଚାଉଥିବା ଅସହାୟ ପଶୁପକ୍ଷୀମାନଙ୍କର ମଧ୍ୟ ଅବସ୍ଥା ମଧ୍ୟ ଖରାପ ରହିଛି । ଏହାକୁ ଗରୁତର ସହ
Read More...

ସାରା ଭାରତ ଲକଡାଉନରେ : ଚିନ୍ତାରେ ତରଭୁଜ ଚାଷୀ

ସୁବର୍ଣ୍ଣପୁର:- ବିଶ୍ୱ ବ୍ୟାପି ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଏବେ ସାରା ଦେଶରେ ଚାଲିଛି ତାଲାବନ୍ଦ । ଗତ ୨୪ ତାରିଖରୁ ସାରା ଦେଶକୁ ଭାରତର ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିଥିବାବେଳେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ତେବେ
Read More...

ରାଜ୍ୟରେ ହେବ ଆହୁରି ନୂତନ ଚିଡିଆଖାନା : ଲଖାରି ଉପତ୍ୟକା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା…

ଓଡିଶାର ବିଭିନ୍ନ ସ୍ଥାନରେ ନୂଆ ଚିଡିଆଖାନାର ଆବଶ୍ୟକତା ତଥା ଦାବି ରହିଛି । କିନ୍ତୁ ସିଜେଡ୍‌ଏର କଡା ଗାଇଡଲାଇନ୍ ଏବଂ ଲୋକସଂଖ୍ୟା ନିୟନ୍ତ୍ରଣରେ ସଂକଳ୍ପର ଅଭାବ କାରଣରୁ ଏହି ଦାବି ପୂରଣ ହୋଇପାରୁନାହିଁ । ଗତ ଦୁଇତିନି ଦଶଦ୍ଧି ମଧ୍ୟରେ ଓଡିଶାରେ କୌଣସି ନୂଆ ଚିଡିଆଖାନା ଖୋଲିନାହିଁ । ଏହା
Read More...

ଢେଙ୍କାନାଳରେ ଆରମ୍ଭ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଢେଙ୍କାନାଳ: ରାଜ୍ୟରେ କରୋନାର କାୟାବିସ୍ତାରକୁ ନେଇ ସବୁ ଜିଲ୍ଲାଗୁଡିକରେ କୋଭିଡ-୧୯ ହସ୍ପିଟାଲ କରାଯିବ ବୋଲି ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । କିଛି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଖୋଲି ସାରିଥିବାବେଳେ ଆଉ କିଛି ଜିଲ୍ଲାରେ ହସ୍ପିଟାଲ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି ।
Read More...

କୋଭିଡ୍ ଟେଷ୍ଟିଂ ପାଇଁ ଭିମସାରକୁ ମିଳିଲା ନାହିଁ ଅନୁମତି : ସରକାରଙ୍କୁ ଦାୟୀକଲେ ଲୋକେ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ଉଚ୍ଚ ଚିକିତ୍ସା ପାଇଁ ଏକମାତ୍ର ଶାହାଭରସା ରୂପେ ପରିଚିତ ଭିମ୍‌ସାର ଠାରେ କୋଭିଡ୍ ଟେଷ୍ଟିଂ ସେଣ୍ଟ ନିମନ୍ତେ ଦିଆଯାଇଥିବା ପ୍ରସ୍ତାବ କାଟ୍ ଖାଇଛି । ଏଥିପାଇଁ ଆନୁସଙ୍ଗିକ ସୁବିଧା ସେଠାରେ ମହଜୁଦ୍ ନଥିବାରୁ ଏହି ବହୁ ପ୍ରତୀକ୍ଷିତ ଅନୁମତି ମିଳିପାରିଲା ନାହିଁ
Read More...