Yearly Archives

2020

ମୁଣ୍ଡରେ ଛୋଟଛୋଟ ଚୁଟି କାହିଁକି ରଖନ୍ତି ଧାୱନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅନ୍ୟତମ ଚର୍ଚ୍ଚିତ କ୍ରିକେଟର ଶିଖର ଧାୱନଙ୍କ ଚେହେରା ଯେମିତି ସ୍ୱତନ୍ତ୍ର ତାଙ୍କର ବ୍ୟାଟିଂ ଶୈଳୀ ମଧ୍ୟ ଅନ୍ୟମାନଙ୍କଠାରୁ ଭିନ୍ନ । ସେ ସବୁବେଳେ ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ତାଙ୍କର ହେୟାର ଷ୍ଟାଇଲ
Read More...

ଏବେବି ଅତୁଟ ରହିଛି କୋହଲିଙ୍କ ଏହି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲିଙ୍କର ଏକ ବିଶ୍ୱରେକର୍ଡ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ହୋଇଛି । ୨୦୧୬ରେ କୋହଲି ସବୁ ଫର୍ମାଟରେ ୬୦୦ରୁ ଅଧିକ ରନ୍ କରିଥିଲେ । ଯାହାକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ଅତିକ୍ରମ କରିବାରେ ସଫଳ ହୋଇନାହାନ୍ତି । ସେହିବର୍ଷ କୋହଲି
Read More...

ସରପ୍ରାଇଜ୍ ଦେବେ ଚହଲ, ଜାଣନ୍ତୁ କ’ଣ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଲେଗ୍ ସ୍ପିନର ୟୁଜେବେନ୍ଦ୍ର ଚହଲ ଖୁବଶୀଘ୍ର ତାଙ୍କର ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ୍ ଦେବାକୁ ଯୋଜନା କରିଛନ୍ତି । ତେବେ ଏହା ଖେଳ ସଂପର୍କରେ ନୁହେଁ, ବ୍ୟକ୍ତିଗତ ସଂପର୍କରେ । ସେ ହଠାତ୍ ଯେକୌଣସି ଏକ ଦିନ ତାଙ୍କର ବିବାହ ଯୋଜନା ଘୋଷଣା କରିପାରନ୍ତି ।
Read More...

ଆମେରିକାର କରୋନା ମୃତକଙ୍କ ମଧ୍ୟରେ ୪୦ ଭାରତୀୟ

ୱାଶିଂଟନ : ଆମେରିକାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିସାରିଲାଣି । ମୃତ୍ୟୁସଂଖ୍ୟା ମଧ୍ୟ ଏକଲକ୍ଷ ପାଖାପାଖି । ମୃତକଙ୍କ ମଧ୍ୟରେ ୪୦ଜଣ ବାରତୀୟ ଥିବା ଜଣାପଡିଛି । ସେହିପରି ଆମେରିକାରେ ୧୫ଶହରୁ ଅଧିକ ଭାରତୀୟ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଗୋଟିଏ ଦିନରେ
Read More...

ପ୍ରତିଦିନ ୪୫ହଜାର ଲୋକଙ୍କୁ ଖୁଆଇବେ ସୋନୁ ସୁଦ୍‌

ମୁମ୍ବାଇ : ଲକଡାଉନ ଯୋଗୁଁ ଦେଶରେ ଗରିବ ଓ ଶ୍ରମିକଶ୍ରେଣୀର ଲୋକମାନେ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାହାଯ୍ୟ ଯୋଗାଇ ଦେବା ଲାଗି କେବଳ ସରକାର ନୁହେଁ, ବହୁ ବ୍ୟକ୍ତିବିଶେଷ ଓ ସାମାଜିକ ସଂଗଠନ ଏପରିକି ବଲିଉଡର କଳାକାରମାନେ ଆଗେଇ ଆସିଛନ୍ତି
Read More...

କରୋନା ରୋଗୀ ଭାବି କର୍ମଚାରୀଙ୍କୁ ଦାହ କରିଦେଲେ

ନ୍ୟୁୟର୍କ : କରୋନା ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକାରେ ଏବେ ଏକ ବିଚିତ୍ର ଓ ଅଭାବନୀୟ ଘଟଣା ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । ବିଭିନ୍ନ ହସ୍ପିଟାଲରେ କୋରନାରେ ପ୍ରାଣ ହରାଇଥିବା
Read More...

ନିଆରା ଉଦାହରଣ ସୃଷ୍ଟିକଲେ ମହିଳା ପ୍ରଶାସିକା : ପ୍ରସବର ୨୨ ଦିନ ପରେ ଡ୍ୟୁଟିରେ ଯୋଗ ଦେଲେ

ଭୁବନେଶ୍ୱର: କଥାରେ କୁହାଯାଏ ଆଗେ ରାଜ କାର୍ଯ୍ୟ, ପରେ ପିତୃ କାର୍ଯ୍ୟ । କର୍ତ୍ତବ୍ୟର ଆହ୍ୱାନ ନେଇ କେତେବେଳେ କେଉଁଠି ଜଣେ ଜଣେ ବ୍ୟକ୍ତି ନିଆରା ଉଦାହରଣ ସୃଷ୍ଟି କରି ଅନ୍ୟକୁ ଆହ୍ୱାନ ଦେଇଥାନ୍ତି । ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ପ୍ରଶାସିକା ତଥା ଆଇଏଏସ୍ ଗୁମାଲା ଶ୍ରୀଜନ୍ ।
Read More...

ଦିନୱାରୀ କୋଭିଡ୍‌-୧୯ ସାମ୍ପଲ୍ ଟେଷ୍ଟିଂ ରିପୋର୍ଟ ପ୍ରକାଶ କଲେ ସରକାର

ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଗତ ଫେବୃଆରୀ ମାସ ପହିଲାଠାରୁ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଦିନୱାରୀ ରକ୍ତ ତଥା ସ୍ୱାବ ନମୂନା ଟେଷ୍ଟିଂ ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ ଗତକାଲି ୩୨୪୯ଟି ନମୂନା ପରୀକ୍ଷା ହୋଇଥିବା ବେଳେ ଆଜି ୨୯୮ଟି
Read More...

ଭିମସାର ମେଡିସିନ ବିଭାଗର ନୂତନ ଭବନରେ ଆଇସୋଲେସନ କେନ୍ଦ୍ର ରହିବ

ସମ୍ବଲପୁର :ସମ୍ବଲପୁର ଓ ଏହା ଆଖପାଖ ଜିଲ୍ଲାରେ ଏପର୍ଯ୍ୟନ୍ତ କେହି କରୋନା ପଜିଟିଭ ବାହାରି ନାହାନ୍ତି, ତଥାପି ଆଗୁଆ ପଦକ୍ଷେପ ରୂପେ ଭିମସାରରେ ପ୍ରସ୍ତୁତି ପାଇଁ କାର୍ଯ୍ୟ ଅବ୍ଯାହତ ରହିଛି । ଏଠାରେ ବହୁସ°ଖ୍ଯକ ନର୍ସ ଓ ଅନ୍ଯାନ୍ଯ ପାରାମେଡିକାଲ କର୍ମଚାରୀ ଏଥି ପାଇଁ ନିୟୋଜିତ ରହିବେ ।
Read More...

ନାଲ୍‌କୋ ପକ୍ଷରୁ ନବରଙ୍ଗପୁରରେ କାର୍ଯ୍ୟକ୍ଷମ ସ୍ୱତନ୍ତ୍ର କୋଭିଡ୍ ମେଡିକାଲ୍‌

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଜନିତ ମହାବି ତ୍ତିର ମୁକାବିଲା ପାଇଁ ଦେଶ ଏବଂ ରାଜ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଏବଂ କର୍ତ୍ତବ୍ୟ ପରାୟଣତା ପ୍ରଦର୍ଶନ ସ୍ୱରୂ ରାଷ୍ଟ୍ରାୟାତ ନବରତ୍ନ କମ୍ପାନୀ (ନାଲ୍‌କୋ) ତରଫରୁ ନବରଙ୍ଗପୁରଠାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌-୧୯
Read More...