Yearly Archives

2020

ବିଜୁଲୀଖୁଣ୍ଟରେ ପିଟିହୋଇ ବାଇକ ଆରୋହୀ ମୃତ

ସମ୍ବଲପୁର : କରୋନା କଟକଣା ପାଇଁ ଅଧିକାଂଶ ସଡ଼କ ଖାଲି ରହୁଥିବାରୁ କିଛି ଯୁବକ ଦୃତଗତିରେ ବାଇକ ଚଲାଇ ଦୁର୍ଘଟଣାରେ ପଡୁଛନ୍ତି । ଏପରି ଏକ ଅଭାଵନୀୟ ଘଟଣାରେ ଜଣେ ବାଇକ ଚାଲକ ଘଟଣାସ୍ଥଳରେ ପ୍ରାଣ ହରାଇଛି । ସଦର ପୁଲିସ ଥାନା ଅନ୍ତର୍ଗତ ଧନକୌଡା ପାଖରେ ଜାତୀୟ ରାଜମାର୍ଗ ୫୩ରେ ଏହି ଦୁର୍ଘଟଣା
Read More...

ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ,୬ ଜୁଆଡ଼ି ଗିରଫ

ବାଲିଗୁଡ଼ା: ଲକ୍ ଡାଉନ୍ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସର ମହାସିଙ୍ଗି ଜୁଆ ଆଡ୍ଡାରେ ଚଢ଼ାଉ । ଛ ଜଣ ଜୁଆଡ଼ିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ନଗଦ ୪୧୫୦ଟଙ୍କା ସହ ଚାରୋଟି ମୋଟରସାଇକେଲ ଓ ଗୋଟିଏ ସାଇକେଲ ଓ ଚାରୋଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।
Read More...

ଜିଲ୍ଲାବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୋନପୁର : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ ଭାରତରେ ମଧ୍ୟ ତା\'ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହି ପରିପ୍ରେକ୍ଷୀରେ ଓଡିଶାରେ ଦିନକୁ ଦିନ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଏକ
Read More...

ସଟଡାଉନ : କାଲିଭଳି ଆଜି ଅଦ୍ଭୁତପୂର୍ବ ସମର୍ଥନ, ଭଦ୍ରକ ସ୍ଥିତି ପରଖିଲେ ଡିଜି

ଭୁବନେଶ୍ୱର : ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପ୍ରତି ସମୟରେ ବଢିଚାଲିଛି । ଆମ ଦେଶରେ ସ୍ଥିତି ମଧ୍ୟ ସଂଗୀନ । ରାଜ୍ୟରେ ପଜଟିଭ୍ ସଂଖ୍ୟା ମଧ୍ୟ ୨୧ରେ ପହଞ୍ଚିଛି । ଏମିତି ସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା ଏଥିରୁ ମୁକୁଳିବାର ଏକମାତ୍ର ବାଟ ହୋଇଥିବାର ସଟଡାଉନକୁ କଟକ, ଭୁବନେଶ୍ୱରରେ
Read More...

ଯୋଡା ପୌରପାଳିକା ପକ୍ଷରୁ ବିଭିନ୍ନ ୱାର୍ଡରେ ସାନିଟାଇଜେସନ

ଯୋଡା: କରୋନା ଭୁତାଣୁ ସଂକ୍ରମଣର ଦିନ ଦିନ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ସତର୍କତା ମୂଳକ ଭାବେ ଯୋଡା ପୌରପାଳିକା ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଶନିବାର ଦିନ ସକାଳୁ ବିଲେଇପଦା ଅଗ୍ନିସମ ବିଭାଗ ସହାୟତାରେ ବ୍ଲିଚିଂ ପାଉଡର ପାଣିକୁ ବିଭିନ୍ନ ଜନ ସମାଗମ
Read More...

ଗୋଷ୍ଠି ସଂକ୍ରମଣ ଭୟ ନାହିଁ : କରୋନା ସଂକ୍ରାମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ବିଏମସି କମିଶନର

ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି । ଉଭୟ ମାମଲାରେ ବାହାରିଛି ରାଜ୍ଯ ବାହାର ଲିଙ୍କ । ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି । ବମିଖାଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି ସେ ମଧ୍ଯ
Read More...

ଲକ୍ ଡାଉନ ସମୟରେ ଜୀବନ ବିନ୍ଦୁ ପକ୍ଷରୁ 10 ଦିନ ଯାଏ ରକ୍ତ ଦାନ ଶିବିର

ଦେବଗଡ : କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଜିଲ୍ଲା ମୂଖ୍ୟ ଡାକ୍ତରଖାନା ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ପକ୍ଷରୁ 10 ଦିନ ଧରି ରକ୍ତ ସଂଗ୍ରହ କରି ଯୋଗାଇଦେବାର ପ୍ରୟାସ ଆରମ୍ଭ
Read More...

ଶ୍ୱାସ ଓ ଏନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବା ବାଧ୍ୟ

ଭୁବନେଶ୍ୱର: କୋଭିଡ୍‌-୧୯ ଅର୍ଥାତ୍ କରୋନା ନୁହେଁ । ଶ୍ୱାସ ଓ ଏନଫ୍ଲୁଏଞ୍ଜା କ୍ଷେତ୍ରରେ ଯେଉଁ ରୋଗୀମାନେ ପ୍ରତିଦିନ ସରକାରୀ ହେଉ କିମ୍ବା ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି ସେମାନଙ୍କ ବାବଦରେ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଦେବାକୁ ବାଧ୍ୟ । ଏଥିରେ ଅମାନ୍ୟ କଲେ
Read More...

ସୋଶିଆଲ୍ ମିଡ଼ିଆର ଅପବ୍ୟବହାରକାରୀଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ

ଭୁବନେଶ୍ୱର: କୋଭିଡ୍‌-୧୯ ତଥା କରୋନା ସଂପର୍କରେ ସାମାଜିକ ଗଣମାଧ୍ୟମଗୁଡ଼ିକ ପ୍ରବଳମାତ୍ରାରେ ଗୁଜବ ତଥା ଅପପ୍ରଚାର କରି ଜାତିର ତଥା ଦେଶର ପ୍ରବଳ କ୍ଷତି କରୁଛନ୍ତି । ଏଣୁ ସେମାନଙ୍କ ପ୍ରତି ସରକାର ନିଜର କଠୋର ଆଭିମୁଖ୍ୟ ପୋଷଣ କରି ଏଥିରୁ କ୍ଷାନ୍ତ ହେବାକୁ ଚେତାବନୀ ଦେଇଛନ୍ତି । ସୂଚନା ଓ
Read More...

ଶାହରୁଖ ଖାନଙ୍କ ଆଉ ଏକ ବଡ ଘୋଷଣା, କ୍ୱାରେଣ୍ଟାଇନ ପାଇଁ ନିଜର ୪ ମହଲା କୋଠାକୁ ଦେଲେ

କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ରାଜନେତା ଠାରୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ଟେଲି କଳାକାରଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗେଇ ଆସିଛନ୍ତି। ଏବେ ଏହି କ୍ରମରେ ବଲିଉଡ ବାଦଶାହା ଶାହରୁଖ ଖାଁ ଓ ତାଙ୍କ ଧର୍ମପତ୍ନୀ ଗୌରୀ ଖାଁ ଆଗେଇ ଆସିଛନ୍ତି। ସେଲିବ୍ରିଟି ଭାବେ
Read More...