Yearly Archives

2020

ଭାରତରେ ନୂଆ କରୋନା ଭାଇରସ୍ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଭାରତରେ ଠାବ ହୋଇଛି । ପ୍ରଥମେ ଏହା ବ୍ରିଟେନ୍‌ରେ ଠାବ ହୋଇଥିଲା ଏବଂ ଏବେ ପ୍ରାୟ ୧୨ଟି ଦେଶକୁ ବ୍ୟାପିଗଲାଣି । ଭାରତରେ ଆଜି ନୂଆ ଭାଇରସ୍ ଚିହ୍ନଟ ହେବାପରେ କେତେକ ଜରୁରୀ ସତର୍କତା ପଦକ୍ଷେପ
Read More...

ପିଏମ୍‌-କିଷାନ୍ ଯୋଜନା : ୯କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୦୦୦ କୋଟି

ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ କୋଟି କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ରିଲିଜ୍ କରିଛନ୍ତି । ଗତ ପ୍ରାୟ ଏକ ମାସ ହେବ କୃଷକମାନେ କୃଷି ଆଇନ ବିରୋଧରେ
Read More...

୮୪୧ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି

ଅମୃତସର: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ଭାରତ ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଚଳାଚଳକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି । ହେଲେ ବିମାନ ଉଡାଣ ଉପରେ ରୋକ ଲାଗିବା ପୂର୍ବରୁ ବ୍ରିଟେନରୁ ଭାରତ ଆସିଥିବା ସମସ୍ତ ଯାତ୍ରୀଙ୍କୁ
Read More...

୨୭ରୁ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ : ଆଇପିଏସ୍‌ଙ୍କ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ବିପିନ ରାୱତ ସମ୍ବୋଧିତ କରିବେ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ୬୨ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଭାରତର ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ ବିପିନ୍ ରାୱତ ଆଇପିଏସ୍‌ମାନଙ୍କୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ଇଣ୍ଟରପୋଲର
Read More...

ବିଜେଡିର ନୂଆ ମିଡିଆ ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଡ. ଅଚ୍ୟୁତ ସାମନ୍ତ ହେଲେ ଜାତୀୟ ମୁଖପାତ୍ର

ଭୁବନେଶ୍ୱର: ବିଜୁଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ନୂଆ ମିଡିଆ ଟିମ୍‌କୁ ଅନୁମୋଦନ ଦେଇଛନ୍ତି । ଦଳୀୟ ପ୍ୟାଡରେ ଗଣମାଧ୍ୟମ ବ୍ୟାପାର ବୁଝୁଥିବା ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଜାତୀୟ ମୁଖପାତ୍ର ଭାବେ
Read More...

ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ, ଅସିତ ଓ ପ୍ରଦୀପଙ୍କୁ ମିଳିଲା ଏହି ଦାୟିତ୍ୱ

ଭୁବନେଶ୍ୱର: ବଡଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେହିଭଳି ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପଦରେ ଥିବା ଅସିତ୍ ତ୍ରିପାଠୀଙ୍କୁ ପଶ୍ଚିମ
Read More...

ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ଆଜି ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ରକ୍ତଚାପ ସାଂଘତିକ ଭାବେ ବଢ଼ିବା ଓ କମିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ହାଇଦ୍ରାବାଦରେ ଥିବା ଆପୋଲୋ ହସ୍ପିଟାଲର ସ୍ୱତନ୍ତ୍ର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି।ରିପୋର୍ଟ ଲେଖା
Read More...

ପାରଳାର ବିଭିନ୍ନ ଚର୍ଚ୍ଚରେ ପବିତ୍ର ବଡ଼ ଦିନ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଚର୍ଚ୍ଚରେ ପବିତ୍ର ବଡ଼ ଦିନ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ସହରର ହାଇସ୍କୁଲ ଛକ ନିକଟରେ ଥିବା ସେଣ୍ଟି ନେରି ବାପିଷ୍ଟ ଚର୍ଚ୍ଚ ଠାରେ ଆଜି ସମୂହ ପ୍ରାର୍ଥନା କରାଯାଇ ଥିବା ର ଦେଖିବାକୁ ମିଳିଛି। ଏହି ଚର୍ଚ୍ଚ ସଭାପତି ଡ଼
Read More...

ବାଳମୁକୁନ୍ଦ କେନ୍ଦ୍ରଠାରେ ଜାତୀୟ ଗ୍ରାହକ ଦିବସ ପାଳିତ

ଗ୍ରାହକ ଅଧିକାର ସୁରକ୍ଷା କମିଟି ତରଫରୁ ବାଳ ମୁକୁନ୍ଦ ପରିବାର ଉପସ୍ଥାପନ କରିଥିବା ଖାଉଟି ସଚେତନତା କାର୍ଯ୍ୟକ୍ରମରେ ବାଳ ମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ଭବଗତ ପାଢ଼ୀ ଅଧ୍ୟକ୍ଷତା କରି ଥିଲେ।ପ୍ରଥମେ ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ପ୍ରସାଦ ଦାସ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏଥିରେ
Read More...

ଡାକ୍ତରଙ୍କ ସପକ୍ଷରେ ବାହାରିଲେ ସ୍ଥାନୀୟ ଲୋକେ

ବୌଦ୍ଧ,୨୫/୧୨ - ବୌଦ୍ଧଜିଲ୍ଲା ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ଡାକ୍ତର ଅନ୍ତର୍ଯାମୀ ବେହେରାଙ୍କ ବିରୋଧରେ ଓଡିଶା ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ଆସିଥିବା ଦୁଇ ଜଣିଆ ଟିମ୍ ଆଗରେ କିଛି ସ୍ଥାନୀୟ ଲୋକ ଡାକ୍ତରଙ୍କ ସପକ୍ଷରେ ବାହାରିଲେ l ଡାକ୍ତର ବେହେରା
Read More...