Monthly Archives

January 2021

ବାଇକକୁ ଧକ୍କା ଦେଲା ହାଇୱା, ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ,୨୧/୧- ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଗଜରାଜପୁର୍ ନିକଟରେ ଗୋଟିଏ ବାଇକକୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା
Read More...

ପୁଣି ମାନବିକତା ର ପରିଚୟ ଦେଲା ସେବା ଚେରିଟେବୁଲ ଟ୍ରଷ୍ଟ

ପାଟଣାଗଡ,୨୧/୧଼- ପାଟଣାଗଡ଼ ଥାନା ଅନ୍ତର୍ଗତ ଗଏଲମରା ଗ୍ରାମରେ ଗତକାଲି ରାତିରେ ମାୟାବର୍‌ହା ଗ୍ରାମର ଜଣେ ବ୍ୟକ୍ତି ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏ ବିଷୟରେ ଗ୍ରାମର ଭଦ୍ରବ୍ୟକ୍ତି ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ । ପାଟଣାଗଡ଼ ପୋଲିସ ଘଟଣା ସ୍ଥଳରୁ ଶବ ଉଦ୍ଧାର କରି
Read More...

ଅବକାରୀ ବିଭାଗ ପକ୍ଷରୁ ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ,୨୧/୧-ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆମ୍ବଝରୀ ପଞ୍ଚାୟତ ଧାନବଳସ ଗ୍ରାମର ଆଭ୍ୟନ୍ତରିଣ ଜଙ୍ଗଲ ଜମିରେ ୧୮ ଏକର ଜାଗା ଉପରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରି ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ କୋଟି ୪୦ ଲକ୍ଷ ହେବ
Read More...

ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ

ବୌଦ୍ଧ/ବାଉଁଶୁଣୀ,୨୧/୧- ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଠାରେ ଥିବା ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଡକ ସୁରକ୍ଷା ମାସ ଅବସରରେ ଆଜି ବାଉଁଶୁଣୀ ଠାରେ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ମା ମାହେଶ୍ୱରୀ ଉଚ୍ଚ
Read More...

ଅବସରପ୍ରାପ୍ତ ଅଡ଼ିଟରଙ୍କ ପରଲୋକ

ଜହ୍ନ।ପଙ୍କ,୨୧/୧;ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ବାସିନ୍ଦା ଶଙ୍କର କର୍ଣ (୬୫)ଙ୍କ ଆଜି ଭୁବନେଶ୍ୱର ଏମସରେ ପରଲୋକ ହୋଇଯାଇଛି।ମୃତ୍ୟୁବେଳେ ତାଙ୍କ ବଡ଼ପୁଅ ଅମିତ ଓ ଅଜୟ ଉପସ୍ଥିତ ଥିଲେ।ସେ ଦୀର୍ଘ ଦିନ ହେଲା ଅସୁସ୍ଥଥିଲେ।ବୁଧବାର ତାଙ୍କୁ ଭୁବନେଶ୍ୱର ଏମସକୁ
Read More...

ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରୋତ୍ସ ।ହନ ରାଶି ପ୍ରଦାନ

ପାରଳାଖେମୁଣ୍ଡି,୨୧/୧- ଗତ ୧୦୧୬ ମସିହାରେ ଜଣେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ନାବାଳିକା ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଥିବା ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଥିଲେ । ଏହି ସମୟରେ ଆବଶ୍ୟକ ସହଯୋଗ ଜିଲ୍ଲା ପ୍ରଶାସନ ଯୋଗାଇ ଆସୁଥିଲା । ନାବାଳିକାଟିକୁ ୧୮ ବର୍ଷ
Read More...

ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ - ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମର ମହାଲିଙ୍ଗ ଖେଳ ପଡିଆରେ ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି | ମୁଣ୍ଡି ପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯାମୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବରେ ସମିତି ସଭ୍ୟ
Read More...

ଭାରତୀୟ କିଷାନ ସଂଘ ତରଫରୁ କୃଷକ ସମାବେଶ

ବୌଦ୍ଧ,୨୧/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ପଂଚାୟତ ଖଣ୍ଡହତା ଠାରେ ଗତକାଲି ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି | କିସାନ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଚାଷୀ ନେତା ଇଂ . ବିକାଶ ମହାକୁଡ଼ ସଭାରେ ଯୋଗ ଦେଇଥିଲେ | 2015ମସିହା
Read More...

ଅଟୋକୁ ଧକ୍କା ଦେଲା ହାଇୱା, 3 ମୃତ, ଜଣେ ଗୁରୁତର

ବୌଦ୍ଧ,୨୧/୧ - ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଗୋପାଳ ମାଲ୍ ନିକଟରେ ଗୋଟିଏ ଯାତ୍ରୀବାହି ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋ ରେ ବସିଥିବା 3 ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା
Read More...

ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗର ଓଭରସିଅର: ବିଲ୍‌ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ବାଲିଗୁଡ଼ା,୨୦/୧: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗର ଓଭରସିଅର ବଟକୃଷ୍ଣ କଟା । ଆମ୍ବ ବଗିଚା ବିଲ୍‌ କରାଇଦେବା ପାଇଁ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ମାଲେବାଡ଼ି ଗ୍ରାମର ପୁରେ ପ୍ରଧାନ ନାମକ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଛି ବ୍ରହ୍ମପୁର
Read More...