Monthly Archives

September 2021

ଉପାନ୍ତ ଅଭିଶପ୍ତ ଆଦିବାସୀ ଗାଁ ‘ଜୁନିଆନ’

ସୁନ୍ଦରଗଡ : ସୁନ୍ଦରଗଡ ଜିଳ୍ଳାର ଉପାନ୍ତ ଅଂଚଳ ଭାବେ ପରିଚିତ ରାଜବାହାଲ ପଞ୍ଚାୟତ ଆଜି ସରକାରଙ୍କ ଦୃଷ୍ଟି ଅଢୁୃଆଳରେ ରହିଯାଇଥିବା ବେଳେ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ପଞ୍ଚାୟତ ବାସୀ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଘାଟୀ…
Read More...

ବୁର୍ଲା ଭିସୁଟରେ ଗଣ୍ଡଗୋଳ, ବିଦା ହେଲେ୧୨ ଛାତ୍ର

ସମ୍ବଲପୁର : ର‍୍ୟାଗିଂ କରି ବିଦା ହେଲେ। ବୁର୍ଲା ଭିସୁଟ ଛାତ୍ର ଗଣ୍ଡଗୋଳ ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖରେ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର…
Read More...

ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଜାରି; ଦିନ ୧ଟା ସୁଦ୍ଧା ୪୫.୩୨% ମତଦାନ

ପିପିଲି : ପିପିଲି ଉପନିର୍ବାଚନ ମତଦାନ ଜାରି ରହିଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ପିପିଲିରେ ୪୫.୩୨% ଭୋଟିଂ ହୋଇଛି । ଆଜି ପିପିଲି ପାଇଁ ନେତା ବାଛୁଛନ୍ତି ମତଦାତା । ତେବେ ବିଜେଡି ପ୍ରାର୍ଥୀ ତଥା ବିବଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର…
Read More...

ଅଭିନେତ୍ରୀ ଶ୍ୱେତା ତିୱାରୀ ଭର୍ତ୍ତି ହେଲେ ମେଡିକାଲରେ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ ଦୁର୍ବଳତା ଓ ଲୋ ବ୍ଲଡ ପ୍ରେସର କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ୱେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଅଭିନେତ୍ରୀ ଲଗାତାର ନିଜର ବ୍ୟସ୍ତବହୁଳ କାମରେ ବ୍ୟସ୍ତ ହେବା କାରଣରୁ ଶରୀରକୁ ଯଥେଷ୍ଟ ଆରାମ ଦେଇନଥିଲେ । ଏହି…
Read More...

ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ,୩୦/୯- ଜିଲ୍ଲା ସଂଗ୍ରହାଳୟରେ ଠାରେ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର…
Read More...

ଅକ୍ଟୋବର ୧ରୁ ଦିଲ୍ଳୀରେ ସମସ୍ତ ବେସରକାରୀ ମଦ ଦେକାନ ବନ୍ଦ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହେବା ପରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧ ତାରିଖ ଠାରୁ ସମସ୍ତ ବେସରକାରୀ ମଦ ଦୋକାନ ଗୁଡ଼ିକ ବନ୍ଦ ରହିବ। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଅନୁସାରେ ୨୬୬ ବେସରକାରୀ ମଦ ଦୋକାନ ସହିତ ସମସ୍ତ ଦୋକାନକୁ ଟେଣ୍ଡର…
Read More...

‘ଭୁଲ୍ ଭୁଲେୟା-୨’ର ଫାଷ୍ଟ ଟିଜର୍ ରିଲିଜ୍‌

ମୁମ୍ବାଇ : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ପରେ ସରକାର କୋଭିଡ କଟକଣାକୁ କୋହଳ କରିଛନ୍ତି । ମହାରାଷ୍ଟ୍ରରେ ସିନେମା ହଲ ଖୋଲିବାକୁ ସରକାର ଘୋଷଣା କରିଛନ୍ତି । ଏନେଇ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନେ ଖୁବ ଖୁସି ହେବା ସହିତ ଫିଲ୍ମ ରିଲିଜ୍‌କୁ ନେଇ ଆଗ୍ରହ ରଖିଛନ୍ତି…
Read More...

ଓଡିଶା ହାଇକୋର୍ଟର ୪ ନୂଆ ଜଜ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ବୈଠକରେ ‘ସୁପ୍ରିମ୍‌ କୋର୍ଟ କଲିଜିୟମ୍‌’ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ପ୍ରସ୍ତାବିତ ବ୍ୟକ୍ତିମାନଙ୍କ ତାଲିକାକୁ ଅନୁମୋଦନ କରିଥିବା କଥା ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ବାରା ଜାରି ‌ହୋଇଥିବା ବିବୃତିରୁ ଜଣାପଡ଼ିଛି। ଓଡ଼ିଶା ହାଇକୋର୍ଟରେ…
Read More...

୪୫ ଓଏଏସଙ୍କ ସମେତ ୩୧ ବିଡିଓଙ୍କ ବଦଳି

ଭୁବନେଶ୍ୱର:ରାଜ୍ୟ ସରକାର ଆଜି ୩୧ଜଣ ବିଡିଓଙ୍କ ସମେତ ମୋଟ ୪୫ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି। ପଂଚାୟତିରାଜ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଏହି ୪୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି।ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି…
Read More...

ନଦୀକୁ ଖସିଲା ବସ୍ :୬ ମୃତ, ୨୧ ଗୁରୁତର

ଶିଲଂ :  ନଦୀରେ ଖସିଲା ବସ୍ । ୬ ଯାତ୍ରୀ ପ୍ରାଣ ହରାଇବା ସହ ୨୧ ଜଣ ଗୁରୁତର ହୋଇଛନ୍ତି । ଏନେଇ ମେଘାଳୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାନୁସାରେ. ବସଟି ଯାତ୍ରୀଙ୍କୁ ନେଇ ତୁରାରୁ ଶିଲଂ ଅଭିମୁଖେ ଯାଉଥିଲା । ତେବେ ନୋଙ୍ଗଚରମରେ ରିଙ୍ଗଡି ନଦୀ ପାର୍ ବେଳେ ଏହା ନିୟନ୍ତ୍ରଣ ହରାଇ…
Read More...