Monthly Archives

September 2021

ପୂର୍ବତନ ମନ୍ତ୍ରୀ ନବବର ପ୍ରଧାନଙ୍କ ଶ୍ରାଦ୍ଧଦିବସ ପାଳିତ

ବୌଦ୍ଧ,୨୧/୯- ଆଜି ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଏନଏସିଛକ ସ୍ଥିତ ନଟବରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ
Read More...

ଶାଳିଆ ନଦୀରେ ଭାସିଗଲେ ବୃଦ୍ଧ; ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ ଘଟଣା। ୨୪ଘଣ୍ଟା ପରେ ବି ମିଳିନି ବୃଦ୍ଧଙ୍କ ପତ୍ତା। ଗତକାଲି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ଶାଳିଆ ନଦୀର ଜାମୁଆ ତୁଠରେ ମାଣିକପୁର ଗାଁର ଚରଣ ବେହେରା ଭାସିଯାଇଥିଲେ। ସ୍ଥାନୀୟଲୋକ ଖବର ଦେବା
Read More...

ପିପିଲିରେ ବିଜେପିର ରାସ୍ତାରୋକ

ପୁରୀ : ପିପିଲିରେ ରାଜନୈତିକ ଅଶାନ୍ତି । ବିଜେପି ପତାକା ଚିରିବା ଓ ପ୍ରଚାର ଗାଡ଼ି କୁ ବାଡେଇବା ଅଭିଯୋଗରେ ରାସ୍ତାରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକରେ ପ୍ରଚାର ଗାଡି ଡ୍ରାଇଭରକୁ ବିଜେଡ଼ି କର୍ମୀ ବାଡେଇବା ଅଭିଯୋଗରେ ପିପିଲି-ଜଟଣୀ ରାସ୍ତା ଅବରୋଧ କରିଥିଲା ବିଜେପି
Read More...

ଆଇପିଏଲ ବ୍ୟାନ କଲେ ତାଲିବାନୀ; କାରଣ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଳୀ: ଟି-୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପୁନର୍ବାର ଆରମ୍ଭ ହୋଇଛି । ଦୁବାଇ ଏବଂ ଆବୁଧାବିରେ ଖେଳା ଯାଉଥିବା ଏହି ଚତୁର୍ଦ୍ଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚକୁ ନେଇ ଫ୍ୟାନ ମାନେ ଉତ୍ସାହିତ ରହିଥିବା ବେଳେ ଏହାକୁ ବ୍ୟାନ କରିଛି ତାଲିବାନ । ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ
Read More...

ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିବା ପରେ ଏପରି ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଜାମିନ ପାଇଛନ୍ତି। । ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କାର ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ବଢିଯାଇଥିଲା।
Read More...

ରନ ମେସିନ ମିତାଲିଙ୍କ ନାମରେ ଯୋଡି ହେଲା ଆଉ ଏକ ରେକର୍ଡ

ନୂଆଦିଲ୍ଲୀ : ଭାରତର ମହିଳା ଦିନିକିଆ ଦଳର ଅଧିନାୟକ ମିତାଲି ରାଜ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍‌, ଲିଷ୍ଟ ଏ ଏବଂ ଟି -୨୦ କ୍ରିକେଟ୍‌ ତଥା ସମସ୍ତ ଫର୍ମାଟକୁ ମିଶାଇ ନିଜ କ୍ୟାରିୟରରେ ୨୦ ହଜାର ରନ୍‌ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଅଷ୍ଟ୍ରେଲିଆ
Read More...

ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର

ସୁବର୍ଣ୍ଣପୁର: ଓଡିଶା ମୋ ପରିବାର ଆନୁକୂଲ୍ୟରେ ଓ ଜ଼ିଲ୍ଲା ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ଆୟୋଜନ ହୋଇଥିଲା ବିରାଟ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜି ସୁବର୍ଣ୍ଣପୁରର ମହାରାଜା ହାଇସ୍କୁଲଠାରେ ଏକ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ରତ୍ନଭଣ୍ଡାର ଖୋଲିବାକୁ ଦାବି କଲା ଶ୍ରୀଜଗନ୍ନାଥ ଭକ୍ତ ପରିଷଦ

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦୀର୍ଘ ୪୪ ବର୍ଷ ହେବ ଖୋଲାଯାଇନାହିଁ । ଏଭଳି ସ୍ଥଳେ ରତ୍ନଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ରତ୍ନଭଣ୍ଡାର
Read More...

ଆଉନାହାନ୍ତି ଚଢେୟାପଲ୍ଲୀ ସରପଞ୍ଚ

ଦଶପଲ୍ଲା :ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ବହୁଳ ଚଢେୟାପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରସନ୍ନ କୁମାର ନାୟକ ( ୪୦ )ଙ୍କ ପରଲୋକ ଘଟିଛି । ସେ ଗତ ୬ ମାସ ହେଲା କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ଦେଢ଼ ମାସ ହେଲା ଘରକୁ ଆସିଥିଲେ । ହେଲେ ଗତକାଲି
Read More...

ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ନାମଲେଖା ଫିସ୍‌ ବୃଦ୍ଧି ଘଟଣାକୁ ତୀବ୍ର ବିରୋଧ କରି ମହାବିଦ୍ୟାଳୟର ପ୍ରଶାସନିକ ବ୍ଲକ୍‌ ରେ ତାଲା ପକାଇ ଧାରଣାରେ ବସିଛନ୍ତି ଶହଶହ ଛାତ୍ରଛାତ୍ରୀ ।କନ୍ଧମାଳ ଜିଲ୍ଲାର ବହୁ ପୁରାତନ
Read More...