Monthly Archives

September 2021

ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ

ପୁରୀ : ପୁରୀ ସହରର ଉପଭୋକ୍ତାମାନଙ୍କ ଘରେ ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏବେ ଅତ୍ୟଧିକ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ କରାଯାଉଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ କରିବାକୁ ବାଧ୍ୟ
Read More...

ବଜ୍ରାଘାତରେ ବିଧବାଙ୍କ ମୃତ୍ୟୁ, ବେସାହାରା ହେଲେ ଭାଇଭଉଣୀ

କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ତୁରିକେଲା ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚୟତ ଜାମକି ଗାଁର ୪୫ ବର୍ଷୀୟ ବିଧବା ମହିଳା ନୃପତି ମାଂଝିଙ୍କ ବଜ୍ରାଘାତରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାକ୍ରମେ ରବିବାର ଦିନ ନିଜ କ୍ଷେତରୁ ଘରକୁ ଫେରୁଥିବା ବେଳେ ଗାଁରୁ ୨୦୦ ମିଟର ଦୂରତାରେ ଥିବା ସମୟରେ ଜୋର
Read More...

ବିଶ୍ୱ ବିଦ୍ୟାଳୟରେ ଆତଙ୍କ ଖେଳାଇଲେ ବନ୍ଧୁକଧାରୀ : ୮ ମୃତ, ୧୦ ଆହତ

ମସ୍କୋ: ସୋମବାର ସକାଳେ ଋଷର ପର୍ମ ସହରର ଏକ ବିଶ୍ୱବିଦ୍ୟାଳୟରେ ଜଣେ ବନ୍ଧୁକଧାରୀ ଆତଙ୍କ ଖେଳାଇଛନ୍ତି । ତାଙ୍କ ଗୁଳିରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।ପର୍ମ ଷ୍ଟେଟ ୟୁନିଭରସିଟିର ସୂଚନା ଅନୁଯାୟୀ ଅଜ୍ଞାତ ଅପରାଧୀ ଏକ ମାରାତ୍ମକ
Read More...

ହାତ କାଟିଦେଲେ ଛାତ୍ରୀ

ଭୁବନେଶ୍ୱର: ଉଚିତ୍ ମୁଲ୍ୟାୟନ ଦାବିରେ ସିଏଏସଇ ସାମନାରେ ହାତ କାଟିଦେଲେ ଛାତ୍ରୀ । ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରୀ ଜଣ ହାତ କାଟିଦେଇଛନ୍ତି । ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ ଦାବିରେ
Read More...

‘ସ୍ୱର୍ଗକୁ ସିଡ଼ି’ ଭାଙ୍ଗିବାକୁ ଯୋଜନା କରାଯାଉଛି କାହିଁକି, ଜାଣନ୍ତୁ ଏହାର କାରଣ

ଆମେରିକାର ହାୱାଇ ରାଜ୍ୟରେ ହୋନଲୁଲୁରେ ୩୯୨୨ ଷ୍ଟେପ୍ ଥିବା ଏକ ସିଡ଼ି ରହିଛି । ଯାହା ଲୋକଙ୍କୁ ହେକୁ ଉପତ୍ୟକା ଠାରୁ ୨୪୦୦ ଫୁଟ ଉଚ୍ଚକୁ ନେଇଥାଏ । ‘ସ୍ୱର୍ଗକୁ ସିଡ଼ି’ ନାମରେ ଜଣାଶୁଣା ଏହି ପାର୍ବତ୍ୟ ରାସ୍ତାରେ ଚଢିବା ପାଇଁ ପ୍ରତିବର୍ଷ ଶହ ଶହ ଲୋକ ପହଞ୍ଚନ୍ତି, କିନ୍ତୁ ବର୍ତ୍ତମାନ ଏହି
Read More...

ମରାମତି ପାଇଁ ତିନିଦିନ ବନ୍ଦ ରହିବ ହୀରାକୁଦ ରୋପୱେ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବିହଙ୍ଗମ ଦୃଶ୍ୟ ଉପଭୋଗ କରିବା ଏକ ବିରଳ ଅନୁଭୂତି । ଏଣୁ ଜବାହର ଉଦ୍ୟାନ ଓ ଗାନ୍ଧୀ ମୀନାର ମଧ୍ୟରେ ସଞ୍ଚାଳିତ ରୋପୱେ ସେଠାକୁ ପ୍ରତିଦିନ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର ଏକ ମୁଖ୍ୟକେନ୍ଦ୍ର ରୂପେ ଲୋକପ୍ରିୟ । ଏହାର ଦୈନନ୍ଦିନ ରକ୍ଷଣାବେକ୍ଷଣ ଓ
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ଦୃଢ ଦାବିଦାର : ବାବୁଲ ସୁପ୍ରିଓ

କୋଲକତା : ଭାରତୀୟ ଜନତା ପାର୍ଟି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ଆଜି ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ । ବୌଠକ ପୂର୍ବରୁ ସେ ମମତାଙ୍କୁ ୨୦୨୪ ରେ ବିରୋଧୀଙ୍କ ଚେହେରା ବୋଲି ବର୍ଣ୍ଣନା କରିଛନ୍ତି ।ବାବୁଲ ସୁପ୍ରିଓ
Read More...

କେଶରେ କଣ୍ଡିଶନର ଭଳି ବ୍ୟବହାର କରନ୍ତୁ ମାୟୋନିଜ୍‌

ମାୟୋନିଜ୍‌ ସାଧାରଣତଃ ଖାଦ୍ୟ ଜିନିଷରେ ବ୍ୟବହାର କରାଯାଇଥାଏ। ଏହାକୁ ସ୍ୟାଣ୍ଡଓ୍ଵିଚ୍‌ ଓ ବର୍ଗରରେ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ମାୟୋନିଜ୍‌ କେଶର ଅନେକ ସମସ୍ୟାକୁ ବି ଦୂର କରିବାରେ ବେଶ୍‌ ଲାଭଦାୟକ ହୋଇଥାଏ। ଏହା କେଶ ଝଡ଼ିବାକୁ ରୋକିଥାଏ ଏବଂ
Read More...

ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ପ୍ରସାଦ ନାୟକଙ୍କ ପରଲୋକ

ସମ୍ବଲପୁର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ତଥା ଦୈନିକ ଅଗ୍ନିଶିଖାର ମୁଖ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ନାୟକ ୯୭ବର୍ଷ ବୟସରେ ଗତସନ୍ଧ୍ୟା ୭ଟା ସମୟରେ ପରଲୋକ ଘଟିଛି । ଆଜି ସକାଳେ ସ୍ଥାନୀୟ ରାଜଘାଟ ଶ୍ମଶାନରେ ତାଙ୍କ ଦାହ ସଂସ୍କାର ଓ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଣେ
Read More...

ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ
Read More...