ଆସନ୍ତାକାଲି ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ
ନୂଆଦିଲ୍ଲୀ: ବିଜେପି ଛାଡ଼ି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେଇଥିବା ବାବୁଲ ସୁପ୍ରିୟୋ ବଡ଼ ଘୋଷଣା କରିଛନ୍ତି। ସେ ଟିଏମସିରେ ମିଶିଥିବାରୁ ଏବେ ବିଧିବଦ୍ଧ ଭାବେ ବିଜେପିର ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ। ଆସନ୍ତାକାଲି ସେ ଦିଲ୍ଲୀ ଯାଇ ଲୋକସଭା ବାଚସ୍ପତିଙ୍କୁ ଭେଟିବେ। ଏହି ସମୟରେ!-->…
Read More...
Read More...